କୋର୍ବା ବିଶାଖାପାଟଣମ୍‌ ଏକ୍ସପ୍ରେସ୍‌ରେ ନିଆଁ

ବିଶାଖାପାଟଣମ୍‌ : କୋର୍ବା ବିଶାଖାପାଟଣମ୍‌ ଏକ୍ସପ୍ରେସ୍‌ରେ ନିଆଁ । ବିଶାଖାପାଟଣମ୍‌ ଷ୍ଟେସନ୍‌ରେ ପହଂଚିବା ପରେ ଏକ୍ସପ୍ରେସ୍‌ ଟ୍ରେନ୍‌ର ୩ଟି ଏସି ବଗିରେ ନିଆଁ ଲାଗି ଯାଇଥିା ସୂଚନା ମିଳିଛି । ସମସ୍ତ ଯାତ୍ରୀଙ୍କୁ ୩ଟି ଏସି ବଗିରୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିବା ଖବର ମିଳିଛି । ତେବେ ସଂପୃକ୍ତ ଟ୍ରେନ୍‌ଟି ବିଶାଖାପାଟଣମ୍‌ରୁ ତିରୁପତି ଅଭିମୁଖେ ଯାତ୍ରା କରୁଥିବା କୁହାଯାଇଛି ।

Leave A Reply

Your email address will not be published.