oom

ରାଣୀପାଲି ଗ୍ରାମରେ କାଳ ବୈଶାଖୀରେ ଭାଙ୍ଗିଛି ଘରର ଆଡ୍‌ବେଷ୍ଟେଜ୍‌ : କ୍ଷତି ପୂରଣ ପାଇଁ ଦାବୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗଡଶଙ୍କର ଡୁଙ୍ଗୁରିପାଲି ପଂଚାୟତ ଅନ୍ତର୍ଗତ ରାଣୀପାଲି ଗ୍ରାମରେ ଗତକାଲି ହୋଇଥିବା ବର୍ଷା ସହ ଝଡ ତୋଫାନରେ ଜଣେ ବ୍ୟକ୍ତିଙ୍କ ଘରର ଆଡ୍‌ବେଷ୍ଟେଜ୍‌ ଭାଙ୍ଗି ଯାଇଥିବା ବେଳେ ରହିବା ପାଇଁ ଘରଟିଏ ନଥିବାରୁ ସରକାରଙ୍କ ନିକଟରେ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ପାଇଁ ଦାବୀ କରିଛନ୍ତି । ବ୍ୟକ୍ତି ଜଣକ ହେଉଛନ୍ତି ରାଣୀପାଲି ଗ୍ରାମର ପିତାମ୍ବର ମହାନନ୍ଦ । ସୂଚନା ଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ସମୟରେ ଝଡ ତୋଫାନ ହୋଇ ତାଣ୍ଡବ ରଚିଥିଲା କାଳ ବୈଶାଖୀ । ଏହି ସମୟରେ ପିତାମ୍ବରଙ୍କ ଘରର ଆଡ୍‌ବେଷ୍ଟେଜ୍‌ ଭାଙ୍ଗି ଯାଇଥିବା ବେଳେ ରହିବା ପାଇଁ ଘରଟିଏ ନଥିବାରୁ ଆଜି ପିତାମ୍ବର ସରକାରଙ୍କ ନିକଟରେ କ୍ଷତିପୂରଣ ପାଇଁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.