oom

ନୁଆଁ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରେକଡିଂ

jsmm

ବଲାଙ୍ଗିର, (କେପିଏନ୍ଏସ୍) : ନୂଆ ବର୍ଷ ୨୦୨୧ ପାଇଁ ଆର୍.ଆର୍. ଷ୍ଟୁଡିଓ ବରଗଡରେ ଏକ ସୁନ୍ଦର ସମଲପୁରୀ ଫୋକ୍ ଗୀତ “ବହୁ ଗୋଟ୍ଟ” ରେକଡିଂ ହୋଇଯାଇଛି।ଗୀତକୁ ଲେଖିଛନ୍ତି ଏବଂ ସ୍ବର ସଂଯୋଜନା କରିଛନ୍ତି ଜନକ ସେଠ୍।ଏହି ଗୀତରେ ସଂଗୀତ ପରିଚାଳନା କରିଛନ୍ତି ଜନ୍ ପାଣ୍ଡେ ଏବଂ କଣ୍ଠଦାନ କରିଛନ୍ତି ଅଜିତ କୁମାର ସାହୁ ଓ ବିଶ୍ଵ ବନ୍ଦିତା ପୁରୋହିତ। ଗୀତର ପ୍ରଯୋଜକ ରାମ ନାରାୟଣ ବାଗ ଏବଂ ଡିଜି ପ୍ରଧାନି। ଅତିଶୀଘ୍ର ଅଜିତ କୁମାର ସାହୁ ୟୁଟ୍ୟୁବ ଚେନାଲରେ ଅପଲୋଡ଼ ହେବ ।

jittmm
Leave A Reply

Your email address will not be published.