oom

ଜୀବନ୍ ଲାଗି ଜୀବ୍‌କା : ଚଉଦ ବର୍‌ଷର୍‌ ପିଲା ଦିନେଶ କିଂଦ୍‌ରୁଛେ ଗାଁ ଗାଁ

jsmm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପେଟ୍‌କେ ମୁଠେ ଦାନା ଯୁଟାବାର ଲାଗି ମୁନୁଷ୍‌ ହର୍‌ମେସା ଲାଗିଛେ ଜୀବ୍‌କା ଥି । ଏଭେ ଏଭେ ଚନ୍ଦନଭାଟି ଖେଲ୍‌ ପଡିଆ ଥି ବାହାର୍‌ ରାଏଜ୍‌ ନୁ ଆସି କରି ଜରି ତଲେ ରହୁଥିଲେ କିଛି ପର୍‌ବାସୀ। ତାକର ଜୀବ୍‌କା ହେଲା କଏଁଚି, ଚକୁ ବାଗିର ଲୁହା ସାମାନ୍ ଧାର୍ କର୍‌ବାର୍‌। ସାଇକଲ୍‌ ଗୁଟେଥି ତାକର ଯନତର୍ ଫିଟିଙ୍ଗ୍ କରି ସାଇକଲ୍‌ ପାଇଡେଲ୍‌ ମାଡ୍‌ଲେ ଚକା କିଂଦ୍‌ରିବା ଆର୍‌ ଧାର ହେବା ଚକୁ କଏଁଚି । ହେନତା ପିଚୋ ଛୁଆଟେ ନାଁ ତାର ଦିନେଶ, ବଏସ ବାର ଚଉଦ ଟା ହଉଥିବା । ସାଇକେଲ୍ ଗୁଟେ ଧରି ଧାର୍ କରୁଥାଏ ଇ ସବୁ ସାମାନ୍‌ । ଗୁଟେକେ ଧାର୍‌ କରିଦେଲେ ଦଶ୍‌, କୁଡେ ଟଁକା ନଉଥାଏ । ବସ୍‌ଟେସନ୍‌ ଥି ଛନେ ଠାଡ ଉଠଲା କି ଘଡେ ଥି ଶହେ ଟଁକା କମାନି କରିଥିଲାନ’ । ହେନତା ଫେର ଦିନଭର୍‌ ସମିଆଁ ପଡିଛେ । ପରିଶ୍ରମ ଆର ବୁଧିର୍‌ ବଲେ ମୁନୁଷ୍‌ ସବୁକିଛି କରି ପାରବା, ହେଲେ ମନ୍‌ଟେ ଦରକାର । ପେଟର୍‌ ଭୋକ୍‌ ହଉ କି ଅଭାବର୍‌ ଗରେଲ୍‌ ହେଉ, ତାହାକେ ବନେଇ ପାରିଛେ କମିହାଁ । ଆଜିର ସମାଜ୍‌ ଥି ଲୁକେ ବେକାର୍‌ ବୁଲୁଥିବାର୍‌ ବେଲ୍‌କେ ଚକୁ କଏଁଚି ଧାର୍ କରୁ ଦିନେଶ ସମାଜ୍‌ ଲାଗି ପାଲଟିଛେ ଉଦାହରନ୍ ।

jittmm
Leave A Reply

Your email address will not be published.