oom

ବିଧାୟକଙ୍କ ସହଯୋଗରେ ୧୨ ଶହ ପରିବାରକୁ ବଂଟାହେଲା ମାସ୍କ ଓ ସାବୁନ

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହଯୋଗରେ ୧୨ ଶହ ପରିବାରକୁ ମାସ୍କ ଓ ସାବୁନ୍ ବଂଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ର ଠେମ୍ରା, ଗୋଲାବନ୍ଧ, ମଲକାସଡ଼ା, ବରକାନୀ, ଠେମରା, ପିଟାବାହାଲ ଗ୍ରାମବାସୀଙ୍କୁ କରୋନା ସଂକ୍ରମଣଠାରୁ ରକ୍ଷା ପାଇବା ପାଇଁ ମାସ୍କ ଓ ସାବୁନ ବଂଟା ଯାଇଛି । ଏହି ବଂଟନ କାର୍ଯ୍ୟକ୍ରମରେ ଠେମରା ପଞ୍ଚାୟତ ସରପଞ୍ଚ ଲୀଳାବତୀ ବାଗ, ସମାଜସେବୀ ଲକ୍ଷ୍ମୀକାନ୍ତ ବାଗ, ବରିଷ୍ଠନେତା ଗଣେଶ୍ୱର ସାହୁ, ଅଙ୍ଗନବାଡ଼ି କର୍ମୀ ଲଳିତା ପାୟାସିଂ, ମମତା ବେହେରା, ଆଶା କମଲା ଖର୍ସେଲ, କିଶୋରୀ ସାହୁ, ସ୍ୱୟଂ ସହାୟକ ଗୋଷ୍ଠୀ ରମ୍ବାବାଇ ପାୟାସିଂ, ଭାରତୀ ସାହୁ, କୃଷକ ସାଥୀ ମୋହନ ମାଝୀ, ଜିଓଟେଗ୍ ମୁକେଶ କୁମାର ବାଗ, ୱାଡର଼୍ମେମ୍ବର ବିକ୍ରମ ମାଝି, ହରେକୃଷ୍ଣ ଖର୍ସେଲ, ଗାଁ ସାଥୀ କ୍ଷୀରସିନ୍ଧୁ ବାଗ ପ୍ରମୁଖ ସାମିଲ୍ ଥିଲେ ।

jittmm
Leave A Reply

Your email address will not be published.