ବେସରକାରୀ ସ୍କୁଲ ସଂଘର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବେସରକାରୀ ସ୍କୁଲ ସଂଘର ସଭ୍ୟମାନେ ସିଓଆର୍ ଓ ଆର୍‌ଟିଇ ପ୍ରତିପୁରଣ ଦାବୀରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ପ୍ରଦର୍ଶନ କରିଛନ୍ତି । ଧାରଣା ଯୋଗୁଁ ଜିଲ୍ଲାର ସମସ୍ତ ବେସରକାରୀ ସ୍କୁଲ ଆଜି ବନ୍ଦ ରହିଛି । ଅର୍ଥ ମଞ୍ଜୁର ହୋଇ ପଡ଼ି ରହିଥିବା ସତ୍ୱେ ସ୍କୁଲମାନଙ୍କୁ ସେମାନଙ୍କ ପ୍ରତିପୁରଣ ଦିଆଯାଉ ନଥିବା ସ୍ଥଳେ ସରକାର ଶୀଘ୍ର ପ୍ରତିପୁରଣ ରାଶି ପ୍ରଦାନ କରିବାକୁ ସଂଘ ଦାବୀ କରିଛି ।

Leave A Reply

Your email address will not be published.

error: Content is protected !!