pr

କଫ୍‌ ସରିଫ ଜବତ ଜଣେ ଗିରଫ

dr. purohit

ପାଟଣାଗଡ, (ଗୋରେଖନାଥ ବରିହ।) : ବେଲପଡା ଥାନା ଧୁମାଭଟା ଗ୍ରାମରେ ବେଆଇନ କଫ ସରିଫ ବ୍ୟବସାୟ ଚଳାଇଥିବା ଜନୈକ ବ୍ୟବସାୟୀଙ୍କୁ ଆଜି ବେଲପଡା ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଧୂମାଭଟା ଗ୍ରାମର ଧର୍ମେନ୍ଦ୍ର ପ୍ରଧାନ ନିଜ ଫୋଟୋ ଦୋକାନରେ କଫ ସରିଫ ବ୍ୟବସାୟ ଚଳାଇଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବେଲପଡା ପୋଲିସ ପହଞ୍ଚି ବେଆଇନ ଭାବେ କଫ ସରିଫ ବିକୁଥିବା ବେଳେ ୫୧ ପେଟି କଫ ସରିଫ ଓ ନିଶା ଟେବେଲେଟ ଜବତ କରିବା ସହ ଧର୍ମେନ୍ଦ୍ରଙ୍କୁ ଗିରଫ କରିବା ସହ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

nrusinghnath
Leave A Reply

Your email address will not be published.