om academy

ବଲାଙ୍ଗିର ଜିଲ୍ଲାରେ ଆଜି ୯୩ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୧୫

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୧୫ ଜଣ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରଂଚଳର ୱାର୍ଡ ନଂ.୧ରୁ ୧, ୨ରୁ ୩, ୪ରୁ ୧, ୮ରୁ ୧, ୧୦ରୁ ୨, ୧୮ରୁ ୩, ୨୦ରୁ ୨ ଏବଂ ୨୧ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକ୍‌ ବକ୍‌ଟି ଗ୍ରା.ପ.ରୁ ୧, ଡୁଡ଼କା ଗ୍ରା.ପ.ରୁ ୧ ଓ ରୋତ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଖୁଜେନପାଲି ଗ୍ରା.ପ.ରୁ ୧, ସକମା ଗ୍ରା.ପ.ରୁ ୧ ଏବଂ ମାଧିଆପାଲି ଗ୍ରା.ପ.ରୁ ୨, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୭, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୬, ଯୁବା ଗ୍ରା.ପ.ରୁ ୧, କାନୁଟ ଗ୍ରା.ପ.ରୁ ୧, ବାଲିଖମାର ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଧଣ୍ଡାମାଲ ଗ୍ରା.ପ.ରୁ ୧, ରାମଚନ୍ଦ୍ରପୁର ଗ୍ରା.ପ.ରୁ ୧, କୁଡ଼ାସିଂଗା ଗ୍ରା.ପ.ରୁ ୨, ଗୁଡ଼ଭେଲା ବ୍ଲକ୍‌ ତୁଷୁରା ଗ୍ରା.ପ.ରୁ ୪, କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ.୧ରୁ ୧, ୨ରୁ ୧, ୩ରୁ ୧, ୫ରୁ ୨, ୮ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୨, ମୁରିବାହାଲ ବ୍ଲକ୍‌ ମାଲିଶିରା ଗ୍ରା.ପ.ରୁ ୧, ମୁରିବାହାଲ ଗ୍ରା.ପ.ରୁ ୨ ଓ ହଲଦୀ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଖୁର୍‌ସେଲ୍‌ ଗ୍ରା.ପ.ରୁ ୧, ଦେଉଲଗାଁ ଗ୍ରା.ପ.ରୁ ୧, ଭରତବାହାଲ ଗ୍ରା.ପ.ରୁ ୧ ଏବଂ ଗେର୍‌ଡ଼ା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ. ୫ରୁ ୧, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା ଗ୍ରା.ପ.ରୁ ୬, ଟିଟିଲାଗଡ଼ ବ୍ଲକ୍‌ କୁଶକେଲା ଗ୍ରା.ପ.ରୁ ୧, ଜଗୁଆ ଗ୍ରା.ପ.ରୁ ୨, ମହୁଲପଡ଼ା ଗ୍ରା.ପ.ରୁ ୩, ବାନ୍ଧୁପଲା ଗ୍ରା.ପ.ରୁ ୧, ବିଜେପୁର ଗ୍ରା.ପ.ରୁ ୧ ଏବଂ ନାରେନ ଗ୍ରା.ପ.ରୁ ୧, ଟିଟିଲାଗଡ଼ ଏନ୍‌ଏସି. ୱାର୍ଡ ନଂ.୧ରୁ ୪, ୨ରୁ ୨, ୩ରୁ ୧, ୬ରୁ ୨, ୮ରୁ ୨, ୧୪ରୁ ୨, ତୁରେକେଲା ବ୍ଲକ୍‌ ଧାମନଡଙ୍ଗା ଗ୍ରା.ପ.ରୁ ୧ ଏବଂ ତୁରେକେଲା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୪୮୮୮ ଜଣ ସଂକ୍ରମିତ ହୋଇଥିବା ବେଳେ ୩୯୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୯୮ ଜଣ ଏକ୍‌ଟିଭ୍‌ ରହିଥିବା ବେଳେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.