om academy

ବଲାଙ୍ଗିର ଜିଲ୍ଲାରୁ ଆଜି ୭୬ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୨

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୧ରୁ ୨, ୨ରୁ ୪, ୫ରୁ ୨, ୬ରୁ ୬, ୭ରୁ ୨, ୯ରୁ ୧, ୧୫ରୁ ୨, ୧୮ରୁ ୨ ଓ ୨୦ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ ଲୁହୁରାମୁଣ୍ଡା ଗ୍ରା.ପ.ରୁ ୧, ସାଲେଭଟା ଗ୍ରା.ପ.ରୁ ୧ ଓ ଆଗଲପୁର ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ସଦେଇପାଲି ଗ୍ରା.ପ.ରୁ ୨, ଶିବତଲା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ ମଣ୍ଡଲ ଗ୍ରା.ପ.ରୁ ୧, ବେଲପଡ଼ା ଗ୍ରା.ପ.ରୁ ୧, ପଲ୍ଲୀମାଲ ଗ୍ରା.ପ.ରୁ ୩ ଓ ଧୁମାଭଟା ଗ୍ରା.ପ.ରୁ ୫, ଖପ୍ରାଖୋଲ ବ୍ଲକ୍‌ ଘୁନସର ଗ୍ରା.ପ.ରୁ ୧ଓ ଖପ୍ରାଖୋଲ ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ଲୋଇସିଂହା ଗ୍ରା.ପ.ରୁ ୨, ସରଗାଡ଼ ଗ୍ରା.ପ.ରୁ ୧, କନ୍ଦାଜୁରୀ ଗ୍ରା.ପ.ରୁ ୧ ଓ କୁସମେଲ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ ହଲଦୀ ଗ୍ରା.ପ.ରୁ ୪, ପାଟଣାଗଡ଼ ବ୍ଲକ ଭଇଁଷା ଗ୍ରା.ପ.ରୁ ୨, ଘସିଏନ ଗ୍ରା.ପ.ରୁ ୨, ବନେଇମୁଣ୍ଡା ଗ୍ରା.ପ.ରୁ ୧, ଧାତୁକ ଗ୍ରା.ପ.ରୁ ୧, ପୁଇଁନ୍ତଲା ବ୍ଲକ୍‌ ବିଲେଇସଡର଼୍ା ଗ୍ରା.ପ.ରୁ ୧, ଅଙ୍କରିଆପଦର ଗ୍ରା.ପ.ରୁ ୧, ବଇଁରାସର ଗ୍ରା.ପ.ରୁ ୧, କୁରୁଲ ଗ୍ରା.ପ.ରୁ ୧ ଏବଂ ଜାମଗାଁ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ କୁଇକେଡ଼ା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ମନିଗାଁ ଗ୍ରା.ପ.ରୁ ୧, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୩ରୁ ୨ ଓ ୭ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୫ରୁ ୧, ୮ରୁ ୧ ଓ ୧୧ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୯ରୁ ୨, ୩ରୁ ୨, ୪ରୁ ୧ ଓ ୫ରୁ ୨ ଚିହ୍ନଟ ହୋଇଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ୬୪୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ରହିଥିବା ବେଳେ ୩୧୯୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ୩୮୫୪ ଜଣ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣଙ୍କ ପ୍ରାଣହାନୀ ଘଟିଛି ।

Leave A Reply

Your email address will not be published.