ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ସଂକ୍ରମିତଙ୍କ ସଂଖ୍ୟା ୭ : ବଲାଙ୍ଗିର ପୌରାଂଚଳରୁ ୬ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ରହିଥିବା ବେଳେ ଏକ୍‌ଟିଭ୍‌ ଆକ୍ରାନ୍ତ ୧୬ ଜଣ ଏବେ ଚିକିତ୍ସାଧୀନ ରହିଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨, ୧୦ ଓ ୧୫ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ.୪ରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଲୋଇସିଂହା ବ୍ଲକ୍‌ ଉପେରବାହାଲରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.