oum

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ x ୭ କୋଭିଡ଼ କଂଟ୍ରୋଲ ରୁମ୍

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ x ୭ କୋଭିଡ଼ କଂଟୋଲ୍‌ ରୁମ୍‌ ଆରମ୍ଭ ହୋଇଯାଇଛି । କୋଭିଡ଼ ସଂକ୍ରାନ୍ତୀୟ ସମସ୍ତ ପ୍ରକାର ସୂଚନା, ଅନୁରୋଧ ତଥା ଅଭିଯୋଗ ନିମନ୍ତେ ଏହି କଂଟ୍ରୋଲ ରୁମ୍‌ କାମ କରିବ । ଏଥିପାଇଁ ଜାରି କରାଯାଇଥିବା ହେଲ୍‌ପ୍‌ ଲାଇନ୍‌ ନଂ. ହେଉଛି ୦୬୬୫୨-୨୩୨୭୭୩, ୦୬୬୫୨-୨୩୦୯୬୯ ଏବଂ ମୋ.ନଂ.୯୪୩୮୭୭୬୩୯୪ । ପ୍ରଦତ୍ତ ହେଲ୍‌ପ୍‌ ଲାଇନ୍‌ ନମ୍ବରରେ ଯେକୌଣସି ବ୍ୟକ୍ତି କୋଭିଡ଼ ସଂପର୍କୀତ ସମସ୍ତ ପ୍ରକାର ସହଯୋଗ ପାଇଁ ଯୋଗାଯୋଗ କରି ପାରିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.