om academy

ଛାତ୍ର ବିଜେଡି ପକ୍ଷରୁ ମାସ୍କ ଓ ସାନିଟାଇଜର୍‌ ବଂଟନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତ୍ର ବିଜେଡି ପକ୍ଷରୁ ତୃତୀୟ ଦିନରେ ପହଂଚିଲା ମାସ୍କ ଓ ସେନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ । ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ରାଜେନ୍ଦ୍ର ନାରାୟଣ ବିଶ୍ୱବିଦ୍ୟଳୟରେ ପି.ଜି ପରୀକ୍ଷାର୍ଥୀମାନଙ୍କୁ ମାସ୍କ ଓ ସେନିଟାଇଜର୍‌ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦୀପକ ପଣ୍ଡା, କୈଲାସ, ସଜିତ, ରାଜେଶ, ମଧୁସୂଦନ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.