ପୂର୍ବତନ କନ୍ଧମାଳ ସାଂସଦ ସୁଗ୍ରିବ ସିଂ ଚାଲିଗଲେ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୂର୍ବତନ ଜିଲ୍ଲା ପ୍ରତିନିଧି ଧରିତ୍ରୀ, ପୂର୍ବତନ କନ୍ଧମାଳ ସାଂସଦ, ପୂର୍ବତନ ଅଧ୍ୟକ୍ଷ ଫୁଲବାଣୀ ପୌରାଞ୍ଚଳ ପରିଷଦ, ଯୁବ ସଂଗଠକ ସୁଗ୍ରିବ ସିଂ(୫୮) ଆଉ ଆମ ଗହଣରେ ନାହାନ୍ତି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ଖବର ଆସିଛି । ଏଣୁ ଉତ୍କଳ ସାମ୍ୱାଦିକ ସଂଘ କନ୍ଧମାଳ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ତାଙ୍କ ପରିବାରକୁ ଭଗବାନ ସହାୟକ ହୁଅନ୍ତୁ ବୋଲି କାମନା କରାଯାଇଛି ।

Leave A Reply

Your email address will not be published.