oum

ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ଜନନାୟକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧାବାର୍ଷିକୀ । ୧୯୧୬ ମାର୍ଚ୍ଚ ୫ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ତାଙ୍କର ତୀରୋଧାନ ହୋଇଥିଲା । ମହାନ ଚିନ୍ତାନାୟକ, ସାଲିସ ବିହୀନ ରାଷ୍ଟ୍ରନୀତିଜ୍ଞ, ପ୍ରବାଦ ପୁରୁଷ ଓ କଳିଙ୍ଗ ବୀର ଭାବରେ ସେ ସାରା ଭାରତରେ ପରିଚିତ ଥିଲେ । ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ବିଜେଡି କାର୍ୟ୍ୟାଳୟରେ ସମ‌ସ୍ତ କୋଭିଡ ନିୟମ ପାଳନ କରି ଏବଂ ସାମାଜିକ ଦୂରତା ରକ୍ଷା କରି ସୀମିତ ସଂଖ୍ୟା ନେତା ଓ କର୍ମୀଙ୍କୁ ନେଇ ପାଳନ କରାଯିବ ।

Leave A Reply

Your email address will not be published.