oum

କୋଭିଡ ସମୟରେ ନିଜ ପିତାମାତାଙ୍କୁ ହରାଇଥିବା ସ୍ନେହଲତା ଓ ତାଙ୍କ ସାନଭାଇଙ୍କୁ ସେମାନଙ୍କ ବାସଭବନରେ ଭେଟିଲେ ବଲାଙ୍ଗିର ଜିଲ୍ଲାପାଳ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ ସମୟରେ ନିଜ ପିତାମାତାଙ୍କୁ ହରାଇଥିବା ସ୍ନେହଲତା ଓ ତାଙ୍କ ସାନଭାଇଙ୍କୁ ଆଜି ସେମାନଙ୍କ ବାସଭବନକୁ ଯାଇ ଭେଟିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ତେବେ ଉଭୟ ସ୍ନେହଲତା ଓ ତାଙ୍କ ସାନଭାଇଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗଇଦିଆଯାଉଥିବା ବେଳେ ଉଭୟ ଭାଇ ଭଉଣୀ ପାଠ ମଧ୍ୟ ଭଲ ପଢୁଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ରାଣା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.