oum

ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିବାର ଚାରିଦିନ ପରେ ମା’ ବି ଚାଲିଗଲେ

jsm

ପିପିଲି, (ଦି‌ଲ୍ଲୀପ କୁମାର ଧାଉଡିଆ) : ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିବାର ଚାରିଦିନ ପରେ ତାଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜଙ୍କର ଆଜି ପରଲୋକ ଘଟିଛି । ପିପିଲି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ଥିଲେ ଏବଂ ପରେ ସେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ବିୟୋଗ ପରେ ପିପିଲି ଉପନର୍ବିାଚନକୁ ସ୍ଥଗିତ ରଖାଯାଇଥିବା ବେଳେ ଅଜିତଙ୍କ ମା’ ମଧ୍ୟ କରୋନା ସଂକ୍ରମିତ ହୋଇ ସ୍ଥାନୀୟ ଏକ ହସପିଟାଲରେ ଆଖି ବୁଜିଛନ୍ତି ।

Leave A Reply

Your email address will not be published.