ଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପରେଡ ଆରମ୍ଭ ହୋଇଛି

ନୂଆଦିଲ୍ଲୀ : ଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପରେଡ ଧୀରେ ଧୀରେ ଆଗକୁ ବଢ଼ୁଛି । ଏଥିସହିତ ରାଜପଥ ଉପରୁ ଆକାଶରେ ଚାରୋଟି ଏମଆଇ ହେଲିକପ୍ଟର ରାଷ୍ଟ୍ରୀୟ ଭବନ ଆଡକୁ ଉଡୁଥିବା ଦେଖିବାକୁ ମିଳିଛି । ଏହି ହେଲିକପ୍ଟରଗୁଡ଼ିକ ଦର୍ଶକଙ୍କ ଉପରେ ଫୁଲ ବିଂଛୁଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାଜପାଥରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ।

Leave A Reply

Your email address will not be published.