oum

ଡିଆଁ ମାରୁଛି କରୋନା, ମଣିଷ ଜୀବନ ବାଟବଣା : ଗତ ୨୪ ଘଂଟାରେ ଦେଶରେ ୯୫,୭୩୫ ନୂଆ ଆକ୍ରାନ୍ତ

jsm

ନୂଆଦିଲ୍ଲୀ : ‘ଡିଆଁ ମାରୁଛି କରୋନା, ମଣିଷ ଜୀବନ ବାଟବଣା’ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି । ଗତ ୨୪ ଘଂଟାରେ ଦେଶରେ ୯୫,୭୩୫ ଜଣ ଆକ୍ରାନ୍ତ ହୋଇଥିବା ଖବର ଛନକା ସୃଷ୍ଟି କରିଛି ଭାରତୀୟଙ୍କ ମନରେ । ପୁଣି ୧,୧୭୨ ଜଣ ଗତ ୨୪ ଘଂଟାରେ ପ୍ରାଣ ହରାଇଛନ୍ତି କରୋନାର ନୃଶଂସ ସଂକ୍ରମଣରେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦେଶରେ ସମୁଦାୟ ୪୪,୬୫,୮୬୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୪,୭୧,୭୮୪ ଜଣ ସୁସ୍ଥ ହୋଇଛନ୍ତି । ୭୫,୦୬୨ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.