om academy

କରୋନାରେ ଆକ୍ରା‌ନ୍ତ ହେଲେ ସୁପ୍ରିମକୋର୍ଟର ୪ ଜଣ ବିଚାରପତି

jsm

ନୂଆଦିଲ୍ଲୀ : ପୂର୍ବରୁ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବେ ୪ ଜଣ ବିଚାରପତି ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି । ୪ ଜଣ ବିଚାରପତିଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ସଂକ୍ରମିତ ହୋଇଥିବା ୪ ବିଚାରପତି ଗତ ସୋମବାର ଦିନ ପର୍ଯ୍ୟ‌ନ୍ତ କୋର୍ଟରେ କାର୍ଯ୍ୟ କରିଥିବା ସୂଚନା ମିଲିଛି । ସଂକ୍ରମଣ ବଢୁଥିବାରୁ ଆଜିଠାରୁ ସୁପ୍ରିମକୋର୍ଟରେ କେବଳ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବ ।

Leave A Reply

Your email address will not be published.