ଚାଲିଗଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରି‌ଷ୍ଠ ବିଜେପି ନେତା ଦିଲୀପ ଗାନ୍ଧୀ

ନୂଆଦିଲ୍ଲୀ : ଚାଲିଗଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରି‌ଷ୍ଠ ବିଜେପି ନେତା ଦିଲୀପ ଗାନ୍ଧୀ । ବୁଧବାର ସକାଳ ୩ ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ସେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ମୃତ୍ୟୁ ବେଳକୁ ତା‌ଙ୍କୁ ୭୦ ବର୍ଷ ବୟସ ହେଉଥିଲା ।

Leave A Reply

Your email address will not be published.