jayashree

କରୋନା ସଂକ୍ରମଣର ବିସ୍ଫୋରକ ସ୍ଥିତି : ଭାରତରେ କରୋନାର ନୂଆ ମାମଲା ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ଏକ ଲକ୍ଷ ଅତିକ୍ରମ କଲା

ନୂଆଦି‌ଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗତ ଚବିଶ ଘଣ୍ଟା ମଧ୍ୟରେ ଦେଶରେ ୧,୦୩,୫୫୮ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ଗତ କିଛି ମାସ ମଧ୍ୟରେ କରୋନା ମହାମାରୀ ତଥ୍ୟ ହ୍ରାସ ପାଇବା ପରେ ଏହା ଏପର୍ୟ୍ୟନ୍ତ କରୋନାର ସବୁଠାରୁ ବଡ ଲମ୍ଫ ଅଟେ । ମନ୍ତ୍ରଣାଳୟ ଅନୁଯାୟୀ, ଗତ ଚବିଶ ଘଣ୍ଟା ମଧ୍ୟରେ ଦେଶରେ କରୋନା କାରଣରୁ ୪୭୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କରୋନା ସଂକ୍ରମଣର ମୋଟ ମାମଲା ୧,୨୫,୮୯,୦୬୭କୁ ବୃଦ୍ଧି ପାଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧,୬୫,୧୦୧ ରେ ପହଞ୍ଚିଛି ।

Leave A Reply

Your email address will not be published.