om academy

ପାପୁଆ ନ୍ୟୁ ଗିନି ଭୂସ୍ଖଳନର ମୃତ୍ୟୁସଂଖ୍ୟା ୨୦୦୦ ଟପିଲା

jsm

ସିଡନି : ୩ ଦିନ ତଳେ ପାପୁଆ ନ୍ୟୁ ଗିନିରେ ଏକ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏହି ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି । ପ୍ରଥମ ଦିନ ମୃତ୍ୟୁସଂଖ୍ୟା ୬୦୦ ଥିବାବେଳେ ଏବେ ତାହା ୨ ହଜାରକୁ ବୃଦ୍ଧି ପାଇଥିବା ସୂଚନା ରହିଛି । ପ୍ରତିକୂଳ ପାଗ ଓ ବିପଜ୍ଜନକ ଅଞ୍ଚଳ ଯୋଗୁଁ ସହାୟତା ବାଧାପ୍ରାପ୍ତ ହେଉଛି ବୋଲି ସୋମବାର ସରକାର କହିଛନ୍ତି । ଏଭଳି ସ୍ଥିତିରେ ଫସିରହିଥିବା ଲୋକମାନେ ବଞ୍ଚିବାର ଆଶା କମ୍ ରହିଛି । ଜାତୀୟ ବିପର୍ଯ୍ୟୟ କେନ୍ଦ୍ର ମିଳିତ ଜାତିସଂଘକୁ ଚିଠି ଲେଖି ମୃତ୍ୟୁର ଏହି ନୂଆ ସଂଖ୍ୟା ଉପସ୍ଥାପନ କରିଛି ।

Leave A Reply

Your email address will not be published.