jayashree

ଆସାମରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସ୍ଥିତି ଅସଂଭାଳ, ୧୮ ଟି ଜିଲ୍ଲାରେ ପ୍ରାୟ ୭୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି

ଦିଶପୁର : ଦେଶର ଆସାମ ରାଜ୍ୟ ପୁଣି ଥରେ ବନ୍ୟା ପରିସ୍ଥିତିକୁ ସାମ୍‌ନା କରିଛି । ଏଥର ପ୍ରବଳ ବର୍ଷା ସହିତ ଭୂସ୍ଖଳନ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଗତ ତିନି ଦିନ ଧରି ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ରାଜ୍ୟରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଆସାମରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୭୪ ହଜାରରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଛି । ଆସାମ ରାଜ୍ୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁଯାୟୀ, ଲଗାତାର ବର୍ଷା ହେତୁ ରାଜ୍ୟର ୧୮ ଟି ଜିଲ୍ଲାର ପ୍ରାୟ ୩୧୪ ଟି ଗାଁର ଲୋକ ପ୍ରଭାବିତ ହେଉଛନ୍ତି ।

Leave A Reply

Your email address will not be published.