ଫିଲିପାଇନ୍ସରେ ଭୂକମ୍ପ : ୭ମୃତ, ଅନେକ ଆହତ

ମାନିଲା : ଗୁରୁବାର ରାତିରେ ଫିଲିପାଇନ୍ସର ଦକ୍ଷିଣାଞ୍ଚଳ ଡାଭାଓରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସମୂଦ୍ର ଭିତରେ ୯୫.୮ କିଲୋମିଟର ଗଭୀରରେ ଚିହ୍ନଟ ହୋଇଛି । ଏଥିରେ ୭ ଜଣ‌ଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିବା କେତେକ ଗଣ ମାଧ୍ୟମ ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.