Browsing Category
ଦେଶ ବିଦେଶ
ଶ୍ରମ ଆଇନକୁ ସରଳ ଏବଂ ସୁଗମ କରିବା ପାଇଁ ଚାରୋଟି ଶ୍ରମ ସଂହିତା ଲାଗୁ କଲେ ସରକାର
• ଚାରୋଟି ଶ୍ରମ ସଂହିତା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ : ଭାରତର ଶ୍ରମବଳ ପାଇଁ ଉନ୍ନତ ମଜୁରୀ ବ୍ୟବସ୍ଥା, ସୁରକ୍ଷା, ସାମାଜିକ ନିରାପତ୍ତା ଏବଂ ବର୍ଦ୍ଧିତ କଲ୍ୟାଣ ସୁନିଶ୍ଚିତ କରିବ• ଏହି ସଂହିତାଗୁଡ଼ିକ ଏକ ସୁରକ୍ଷିତ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଶ୍ରମବଳ ଏବଂ ଦୃଢ଼ ଶିଳ୍ପ ପାଇଁ ଆଧାର!-->…
Read More...
Read More...
ବିଶ୍ୱ ଟେଲିଭିଜନ ଦିବସ ୨୦୨୫ : ସାରା ଭାରତରେ ୨୩୦ ନିୟୁତ ପରିବାରକୁ ସଂଯୋଗ କରୁଛି
● ଭାରତର ଟେଲିଭିଜନ ନେଟୱାର୍କ ସାରା ଦେଶରେ ୨୩୦ ନିୟୁତ ପରିବାରରେ ୯୦୦ ନିୟୁତ ଦର୍ଶକଙ୍କୁ ସଂଯୋଗ କରୁଛି ।● ମାର୍ଚ୍ଚ ୨୦୨୫ ସୁଦ୍ଧା ୯୧୮ଘରୋଇ ସାଟେଲାଇଟ୍ ଚ୍ୟାନେଲ୍ କାର୍ଯ୍ୟକ୍ଷମ, ଯାହା ଏକ ଦୃଢ଼ ପ୍ରସାରଣ ଇକୋସିଷ୍ଟମକୁ ପ୍ରତିଫଳିତ କରୁଛି ।● ଦେଶବ୍ୟାପୀ ୬.୫ କୋଟି ଡିଡି ମାଗଣା ଡିସ୍!-->…
Read More...
Read More...
ଆଇଏଫଏଫଆଇରେ ଆରମ୍ଭ ହେଲା କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ପଞ୍ଚମ ସଂସ୍କରଣ
• ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିବା ଲାଗି ଏକାଠି ହେଲେ ପରବର୍ତ୍ତୀ ପିଢ଼ିର ନିର୍ମାତା• କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ କେବଳ ଚଳଚ୍ଚିତ୍ର ନିର୍ମାଣ ନୁହେଁ, ବରଂ ଏହା ଦେଶର ସୃଜନଶୀଳ ଭବିଷ୍ୟତକୁ ଆକାର ଦେବ : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ• ଏଥିରେ ଅଂଶଗ୍ରହଣ କରିଥିବା!-->…
Read More...
Read More...
୪ଟି ଶ୍ରମ ସଂହିତାର କାର୍ଯ୍ୟକାରିତାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
• ସ୍ୱାଧୀନତା ପରଠାରୁ ଏହା ସବୁଠାରୁ ବ୍ୟାପକ ଓ ପ୍ରଗତିଶୀଳ ଶ୍ରମିକ ଆଧାରିତ ସଂସ୍କାର ମଧ୍ୟରୁ ଅନ୍ୟତମ ଏବଂ ଏହା ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରେ : ପ୍ରଧାନମନ୍ତ୍ରୀ• ଏହି ସଂହିତାଗୁଡ଼ିକ ସାର୍ବଜନୀନ ସାମାଜିକ ସୁରକ୍ଷା ପାଇଁ ଏକ ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ :!-->…
Read More...
Read More...
ସିୟୁଓ ଓ ୟୁନିସେଫ୍ ମିଳିତ ଭାବେ କରିବେ ‘ଜନଜାତୀୟ ସଞ୍ଚାର କେନ୍ଦ୍ର’
ଜନଜାତୀୟ ଅଧିକାର ଓ ପ୍ରତିନିଧିତ୍ୱକୁ ସୁଦୃଢ କରିବାରେ ଏହା ଏକ ଐତିହାସିକ ପଦକ୍ଷେପ : କୁଳପତି, ସିୟୁଓ
କୋରାପୁଟ, (ପିଆଇବି) : ଓଡିଶାର ସମ୍ପନ୍ନ ଆଦିବାସୀ ସଂସ୍କୃତି, ପାରମ୍ପରିକ ଜ୍ଞାନ ଓ ସମୁଦାୟର କଥାକୁ ମୁଖ୍ୟଧାରାରେ ଆଣିବା ପାଇଁ କେନ୍ଦ୍ରୀୟ ଓଡ଼ିଶା ବିଶ୍ଵବିଦ୍ୟାଳୟ (ସିୟୁଓ),!-->!-->!-->…
Read More...
Read More...
ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ନୂଆଦିଲ୍ଲୀ, (ପିଆଇବି) : ମୁଁ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଂଶତମ ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ମହାମହିମ ସିରିଲ୍ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ୨୧-୨୩ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି ।!-->…
Read More...
Read More...
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ଜୀବନ୍ତ ପ୍ରଦର୍ଶନୀ
ନୂଆଦିଲ୍ଲୀ, (ପିଆଇବି) : ଭାରତ ମଣ୍ଡପମରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍), ଭାରତର ସର୍ବବୃହତ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଏକ ଆକର୍ଷଣୀୟ ପ୍ରଦର୍ଶନୀ ଭାବରେ ଉଭା ହୋଇଛି । ଏହାର ୪୪ବର୍ଷର ଐତିହ୍ୟ ଏବଂ ଏହି ବର୍ଷର 'ଏକ ଭାରତ ଶ୍ରେଷ୍ଠ ଭାରତ' ବିଷୟବସ୍ତୁ ସହିତ,!-->…
Read More...
Read More...
ଐତିହାସିକ ପରେଡ୍ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ
• ସାରା ବିଶ୍ୱର ନୂତନ ବିଚାର, କାହାଣୀ ଏବଂ ସୃଜନଶୀଳ ପ୍ରତିଭାଙ୍କ ଏକ ମିଳିତ ମଞ୍ଚ ପାଲଟିଛି ଆଇଏଫଏଫଆଇ: ଗୋଆ ରାଜ୍ୟପାଳ ଶ୍ରୀ ପୁସାପତି ଅଶୋକ ଗଜପତି ରାଜୁ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଚଳଚ୍ଚିତ୍ର ଜଗତ ଅନ୍ତର୍ଜାତୀୟ ଉଚ୍ଚତା ସ୍ପର୍ଶ କରୁଛି: ଗୋଆ!-->…
Read More...
Read More...
ଭାରତର ଇସ୍ପାତ କ୍ଷେତ୍ରରେ ପ୍ରଗତି ଲାଗି ଭୁବନେଶ୍ୱରରେ ଚିନ୍ତନ ଶିବିରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଏଚ୍ ଡି…
• ଇସ୍ପାତ କ୍ଷେତ୍ରର ଅଗ୍ରଗତି ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ଏବଂ ରଣନୀତିକ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଲାଗି ଚିନ୍ତନ ଶିବିରରେ ଏକତ୍ରିତ ହୋଇଛନ୍ତି ସରକାର, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରତିନିଧି ଏବଂ ଶିଳ୍ପପତି
ନୂଆଦିଲ୍ଲୀ, (ପିଆଇବି) : ଭାରତର ଇସ୍ପାତ କ୍ଷେତ୍ରର ଭବିଷ୍ୟତ!-->!-->!-->…
Read More...
Read More...
ଖାଦ୍ୟଶସ୍ୟ ଉତ୍ପାଦନରେ ଭାଙ୍ଗିଲା ସମସ୍ତ ରେକର୍ଡ, ଦେଶର କୃଷି କ୍ଷେତ୍ରର ସଫଳତାର ନୂତନ ଅଧ୍ୟାୟୟ
କୃଷି ମନ୍ତ୍ରଣାଳୟ ୨୦୨୪-୨୫ ପାଇଁ ଫସଲ ଉତ୍ପାଦନ ଚୂଡ଼ାନ୍ତ ଆକଳନ ପ୍ରକାଶ - ମୋଟ ଖାଦ୍ୟଶସ୍ୟ ଉତ୍ପାଦନରେ ପ୍ରାୟ ୮ ପ୍ରତିଶତର ରେକର୍ଡ ବୃଦ୍ଧିଖାଦ୍ୟଶସ୍ୟ ଉତ୍ପାଦନ ୨୦୨୩-୨୪ରେ ୩୩୨.୩୦ ନିୟୁତ ଟନ୍ ରୁ ୩୫୭.୭୩ ନିୟୁତ ଟନ୍ କୁ ବୃଦ୍ଧି ପାଇଛିକେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ!-->…
Read More...
Read More...