Browsing Category

ଦେଶ ବିଦେଶ

ଆର୍ଥିକ ସର୍ବେକ୍ଷଣ 2025-26ର ମୁଖ୍ୟାଂଶ

● 2025-26 ଆର୍ଥିକ ବର୍ଷ ପାଇଁ ଜିଡିପି ଏବଂ ଜିଭିଏ ଅଭିବୃଦ୍ଧିର ପ୍ରଥମ ଅଗ୍ରିମ ଆକଳନ ଯଥାକ୍ରମେ 7.4 ଏବଂ 7.3 ପ୍ରତିଶତ● ଭାରତର ଅଭିବୃଦ୍ଧି ପ୍ରାୟ 7 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଅନ୍ୟପକ୍ଷରେ 2027 ଆର୍ଥିକ ବର୍ଷ ପାଇଁ ପ୍ରକୃତ ଜିଡିପି ଅଭିବୃଦ୍ଧି 6.8 ପ୍ରତିଶତରୁ 7.2…
Read More...

ଏଆଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସିଇଓ ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଏଆଇ ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ପ୍ରତି ସିଇଓମାନେ ଦୃଢ଼ ସମର୍ଥନ ପ୍ରକାଶ କଲେଏଆଇରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିବା ପାଇଁ ସରକାରଙ୍କ ପ୍ରୟାସକୁ ସିଇଓମାନେ ସ୍ୱୀକାର କଲେସ୍ୱଚ୍ଛ, ନିରପେକ୍ଷ ଏବଂ ସୁରକ୍ଷିତ ଏଆଇ ଇକୋସିଷ୍ଟମ ଦିଗରେ କାମ କରିବାର ଆବଶ୍ୟକତା ଉପରେ…
Read More...

୨୦୨୬ ବଜେଟ୍ ଅଧିବେଶନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ରାଷ୍ଟ୍ରପତିଙ୍କ ଅଭିଭାଷଣ ୧୪୦ କୋଟି ଭାରତୀୟଙ୍କ ଆତ୍ମବିଶ୍ବାସ ଓ ଆକାଂକ୍ଷାକୁ ପ୍ରତିଫଳିତ କରେ : ପ୍ରଧାନମନ୍ତ୍ରୀଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଯୁବପିଢ଼ି, ଚାଷୀ ଏବଂ ଉତ୍ପାଦକମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରେ : ପ୍ରଧାନମନ୍ତ୍ରୀଆମ ସରକାର ସଂସ୍କାର, ପ୍ରଦର୍ଶନ…
Read More...

ଆଇଆଇଏମସି, ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସମ୍ବୋଧନ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଓଡ଼ିଶାର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଆଜି ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ…
Read More...

ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ : ବିଭିନ୍ନ କ୍ଷେତ୍ରରେ ଭାରତର ଦୃଢ଼ ପ୍ରଦର୍ଶନ

ନୂଆଦିଲ୍ଲୀ, (ପିଆଇବି) : ଆର୍ଥିକ ସର୍ବେକ୍ଷଣ 2025-26ରେ ଏପରି ଅର୍ଥବ୍ୟବସ୍ଥା ଚିତ୍ର ଉପସ୍ଥାପନ କରାଯାଇଛି ଯାହା କେବଳ ପୁନରୁଦ୍ଧାର ଠାରୁ ଆଗକୁ ବଢ଼ି ରଣନୀତିକ ଅପରିହାର୍ଯ୍ୟତା ଆଡ଼କୁ ଗତି କରିଛି। ବିଶ୍ୱ ବଜାରଗୁଡ଼ିକ ସ୍ଥିରତା ସହିତ ଜଡ଼ିତ ହୋଇଥିଲେ ମଧ୍ୟ ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ…
Read More...

2025-26 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

● ଅଭିବୃଦ୍ଧି ହାର ଖର୍ଚ୍ଚ ଏବଂ ନିବେଶର ଡବଲ୍ ଇଞ୍ଜିନ ଦ୍ୱାରା ପରିଚାଳିତ ହେଉଛି● ଆର୍ଥିକ ବର୍ଷ 2026-27 ପାଇଁ ବାସ୍ତବ ଜିଡିପି ଅଭିବୃଦ୍ଧି 6.8-7.2 ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି● ଆର୍ଥିକ ବର୍ଷ 2025-26ରେ ଘରୋଇ ଅନ୍ତିମ ଉପଯୋଗ ଖର୍ଚ୍ଚ 61.5 ପ୍ରତିଶତକୁ ବୃଦ୍ଧି● ଆର୍ଥିକ…
Read More...

ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ…

ଗତ ଦଶନ୍ଧି ମଧ୍ୟରେ, ଭାରତର ବିମାନ ଚଳାଚଳ କ୍ଷେତ୍ର ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରିଛି, ଏକ ସ୍ୱତନ୍ତ୍ର କ୍ଲବରୁ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ପରିବହନ ବଜାରରେ ପରିଣତ ହୋଇଛି : ପ୍ରଧାନମନ୍ତ୍ରୀଭାରତର ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧି ସରକାରଙ୍କ ଦୀର୍ଘକାଳୀନ…
Read More...

ଦିଲ୍ଲୀରେ ଆୟୋଜିତ ବାର୍ଷିକ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମହାରାଷ୍ଟ୍ର ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଓ ତାଙ୍କର କିଛି ସହକର୍ମୀଙ୍କ ଜୀବନ ହାନୀ ହୋଇଛି : ପ୍ରଧାନମନ୍ତ୍ରୀଅଜିତ ଦାଦା ମହାରାଷ୍ଟ୍ର ଓ ଦେଶର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳ ଲୋକଙ୍କ ଜୀବନମାନ ଉନ୍ନତ କରିବା ପାଇଁ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ମୁଁ…
Read More...

ସଂସଦରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ

ମାନନୀୟ ସଦସ୍ୟଗଣ, ସଂସଦର ଉଭୟ ସଦନରେଏକାଠି ଭାଷଣ ଦେବା ମୋତେ ଅତି ଆନନ୍ଦ ଦେଉଛି। ଗତ ବର୍ଷ ଭାରତର ଦ୍ରୁତ ବିକାଶ ଏବଂ ଏହାର ସମୃଦ୍ଧ ଐତିହ୍ୟ ପାଇଁ ସ୍ମରଣୀୟ ହୋଇ ରହିଛି। ଏହି ସମୟ ଅନେକ ପ୍ରେରଣା ନେଇଆସିଛି। ବର୍ତ୍ତମାନ ଭାରତ ବନ୍ଦେ ମାତରମର 150 ବର୍ଷ ପାଳନ କରୁଛି। ଏହି ଗଭୀର…
Read More...

ଭାରତ ଓ ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତିନାମା

ନୂଆ ସୁଯୋଗ ଆଣିବା ସହ ଭାରତକୁ ୨୦୪୭ ସୁଦ୍ଧା ସଶକ୍ତ କରିବ ‘ମଦର ଅଫ ଅଲ୍ ଡିଲ୍ସ’ ନୂଆଦିଲ୍ଲୀ, (ପିଆଇବି) : ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଲାଗି ବୁଝାମଣା ଚୂଡ଼ାନ୍ତ ହୋଇଥିବା ଭାରତ ଓ ୟୁରୋପୀୟ ସଂଘ(ଇୟୁ) ଘୋଷଣା କରିଛନ୍ତି। ଭାରତର ଏକ ପ୍ରମୁଖ ରଣନୈତିକ ଅର୍ଥନୈତିକ…
Read More...