Browsing Category
ଦେଶ ବିଦେଶ
ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ
ଆଗାମୀ କାର୍ଯ୍ୟକ୍ରମ ଗୁଡ଼ିକରେ ଶୁଦ୍ଧ ଆଦିବାସୀ ଉତ୍ପାଦ ଓ ଐତିହ୍ୟର ପ୍ରଦର୍ଶନ : ଜୁଏଲ୍ ଓରାମ
ନୂଆଦିଲ୍ଲୀ, (ପିଆଇବି) : ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମାର୍ଚ୍ଚ ୨୦୨୬ରେ ଏକ ଐତିହାସିକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ!-->!-->!-->…
Read More...
Read More...
କର୍ମ କ୍ଷେତ୍ରରେ ଏଆଇ : ଦକ୍ଷତା, ନିଯୁକ୍ତି ଏବଂ ନବସୃଜନକୁ ପ୍ରୋତ୍ସାହନ
ସମାବେଶୀ ବିକାଶ, ନବସୃଜନ ଏବଂ ଦକ୍ଷତା ବୃଦ୍ଧି…
ପ୍ରମୁଖ ବିନ୍ଦୁ● ଷ୍ଟାନଫୋର୍ଡ ୟୁନିଭରସିଟିର ୨୦୨୫ ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନରେ ରହିଛି।● ଡାଟା ଭିତ୍ତିଭୂମି, ଔଦ୍ୟୋଗୀକତା ଏବଂ ଜନସଂଖ୍ୟା ହେଉଛି ଏଆଇ ଗ୍ରହଣ କରିବା କ୍ଷେତ୍ରରେ ପ୍ରମୁଖ ସହାୟକ।● ଭାରତରେ ଏଆଇ ଦକ୍ଷତାର ଆପେକ୍ଷିକ ପ୍ରସାର, ସମାନ!-->…
Read More...
Read More...
ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
ରାଜସ୍ଥାନର ଆଜମେରଠାରେ ଦେଶବ୍ୟାପୀ ଏଚପିଭି ଟୀକାକରଣ ଅଭିଯାନ ଏବଂ ୧୭,୦୦୦ କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀଆଜି, ମୁଁ ଆଜମେରରୁ ଦେଶବ୍ୟାପୀ ଏଚପିଭି!-->…
Read More...
Read More...
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାହିତ୍ୟ ଆସର
ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାର ନଗରୀ ଶାଖା ତରଫରୁ ମାସିକ ସାହିତ୍ୟ ଆସର ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର କାର୍ଯ୍ୟକାରୀ ସଭାପତି ତ୍ରିନାଥ ଦାଶ ମୋହନୀଙ୍କ ସଭାପତିତ୍ୱ, ଉପସଭାପତି ତଥା ଆବାହକ!-->…
Read More...
Read More...
ଆଇଆଇଏମସିର ୫୭ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କଲେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ
● ନୂତନ ଏକାଡେମିକ ବ୍ଲକ୍ ପାଇଁ କଲେ ଭିତ୍ତିପ୍ରସ୍ତର ସ୍ଥାପନ● ସମାବର୍ତ୍ତନ ଉତ୍ସବରେ ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି● ସାମ୍ବାଦିକତା ଫେଲୋସିପ୍ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିକଶିତ ଭାରତରେ ଯୋଗଦାନ ଦେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ!-->…
Read More...
Read More...
ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ
● ଇ-କୋର୍ଟସ୍ ପର୍ଯ୍ୟାୟ ୩ ଅନ୍ତର୍ଗତ ସରକାରଙ୍କ ନିବେଶ ପ୍ରଯୁକ୍ତିର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ମାଧ୍ୟମରେ ଭାରତର ନ୍ୟାୟ ପ୍ରଦାନକୁ ସୁଦୃଢ଼ କରିବା ପାଇଁ ଏହାର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ସୂଚିତ କରେ ।● କୃତ୍ରିମ ବୁଦ୍ଧିମତ୍ତା ସୁପେସ୍ ମାଧ୍ୟମରେ କୋର୍ଟଗୁଡ଼ିକୁ ସହାୟତା କରୁଛି, ଏହା!-->…
Read More...
Read More...
ଅଜମେରରୁ ୧୪ ବର୍ଷର ବାଳିକାଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଜରାୟୁ ଗ୍ରୀବା କର୍କଟ ବିଲୋପ କରିବା ଏବଂ ‘ସ୍ୱସ୍ଥ ନାରୀ’ ଲକ୍ଷ୍ୟ ହାସଲ ଦିଗରେ ଆଗକୁ ବଢ଼ିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ
ନୂଆଦିଲ୍ଲୀ, (ପିଆଇବି) : ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଦେଶର ଝିଅମାନଙ୍କ ଭବିଷ୍ୟତ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ଦିଗରେ ଆସନ୍ତାକାଲି ଏକ!-->!-->!-->…
Read More...
Read More...
ଭାରତର ଏଆଇ ମୁହୂର୍ତ୍ତ : ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦,୦୦୦ ନୂତନ ଜିପିୟୁ
ନୂଆଦିଲ୍ଲୀ, (ପିଆଇବି) : ଭାରତ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦିନକୁ ଦିନ ଶକ୍ତିଶାଳୀ ଓ ଆତ୍ମବିଶ୍ୱାସୀ ହେବାରେ ଲାଗିଛି । ଆସନ୍ତା କିଛି ସପ୍ତାହରେ ଏହା ଅତିରିକ୍ତ ୨୦ ହଜାର ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟି ବା ଜିପିୟୁ ଯୋଡ଼ିବାକୁ ଯାଉଛି । ଏବେ ୩୮ ହଜାର ଜିପିୟୁ ଭାରତରେ!-->…
Read More...
Read More...
“ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ସଂସ୍କାର ଏବଂ ଅର୍ଥ” ଶୀର୍ଷକ ବଜେଟ୍-ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ…
ଚଳିତ ବର୍ଷର କେନ୍ଦ୍ର ବଜେଟ୍ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଅର୍ଥ ଦ୍ୱାରା ପରିଚାଳିତ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି: ପ୍ରଧାନମନ୍ତ୍ରୀଆମେ ପ୍ରକ୍ରିୟାଗୁଡ଼ିକୁ ସରଳ କରିଛୁ, ବ୍ୟବସାୟ କରିବାର ପ୍ରକ୍ରିୟାକୁ ଉନ୍ନତ କରିଛୁ, ପ୍ରଯୁକ୍ତିବିଦ୍ୟା ନେତୃତ୍ୱାଧୀନ ଶାସନକୁ!-->…
Read More...
Read More...
“ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଅର୍ଥ” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରରେ…
ନମସ୍କାରଏହି ବର୍ଷର ପ୍ରଥମ ବଜେଟ୍ ୱେବିନାରରେ ଆପଣମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଗତ କିଛି ବର୍ଷରେ ବଜେଟ୍ ୱେବିନାର ଏକ ସୁଦୃଢ ପରମ୍ପରାର ରୂପ ନେଇଛି। ସାଧାରଣତଃ ବଜେଟ୍ର ମୂଲ୍ୟାଙ୍କନ ବିଭିନ୍ନ ପାରାମିଟର୍ ଆଧାରରେ କରାଯାଏ, କେବେ ଶେୟାର ବଜାରର ଗତି ଉପରେ ଆଲୋଚନା ହୁଏ, କେବେ ଆୟକର!-->…
Read More...
Read More...