Browsing Category
ଦେଶ ବିଦେଶ
ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଫୁଟିବ ନାହିଁ ବାଣ : କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ କେଜ୍ରିୱାଲ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସରକାର ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରଦୂଷଣ ଏବଂ କରୋନା ବୃଦ୍ଧି ନେଇ ଦିଲ୍ଲୀ!-->!-->!-->…
Read More...
Read More...
ଖୋଲା ନଳକୂଅରେ ଖସି ପଡିଲା ୩ ବର୍ଷର ଶିଶୁ : ଜାରି ରହିଛି ରେସକ୍ୟୁ ଅପରେସନ୍
ଭୋପାଲ : ଖୋଲା ନଳକୂଅରେ ଜଣେ ୩ ବର୍ଷର ଶିଶୁ ଖସି ପଡ଼ିଥିବା ସୂଚନା ମିଳିଛି । ଶିଶୁକୁ ଉଦ୍ଧାର କରିବା ପାଇଁ ଜୋର୍ସୋର୍ ପ୍ରୟାସ ଚାଲିଥିବା ସୂଚନା ରହିଛି । ତେବେ ଶିଶୁକୁ ବଂଚାଇବା ପାଇଁ ସାରା ରାତି ରେସକ୍ୟୁ ଅପରେସନ୍ ଜାରି ରହିଥିଲା । ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ସେନା ପ୍ରଚେଷ୍ଟା!-->…
Read More...
Read More...
ଗିଲଗିଟ-ବାଲ୍ଟିସ୍ତାନ ବିଷୟରେ ଚୀନ୍ ପାକିସ୍ତାନର ନିଷ୍ପତ୍ତି ଉପରେ ମୁହଁ ଖୋଲିଲା : ପ୍ରେସ ସମୀକ୍ଷା
ନୂଆଦିଲ୍ଲୀ : ଗତ ବର୍ଷ ଯେତେବେଳେ ଜାମ୍ମୁ କାଶ୍ମୀରର ସ୍ସ୍ୱତନ୍ତ୍ର ମାନ୍ୟତା ଭାରତ ସମାପ୍ତ କଲା, ସେତେବେଳେ ଚୀନ୍ର ଦୃଢ଼ ଆପତ୍ତି ଥିଲା । କିନ୍ତୁ ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନକୁ 'ଅସ୍ଥାୟୀ ପ୍ରାଦେଶିକ ମାନ୍ୟତା' ଦେଇଛି, ଏପର୍ୟ୍ୟନ୍ତ ଏହାକୁ ବିରୋଧ କରିନାହିଁ । ଇଂରାଜୀ!-->…
Read More...
Read More...
ଗ୍ରହ ନକ୍ଷତ୍ର ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ସହଯୋଗ ପାଇଁ ଭାରତ-ସ୍ପେନ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରକୁ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ଗ୍ରହ ନକ୍ଷତ୍ର ଭୌତିକ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏ) ବେଙ୍ଗାଲୁରୁ ଓ ସ୍ପେନର ଭୌତିକ ବିଜ୍ଞାନ ଇନଷ୍ଟିଚ୍ୟୁଟ ଡା ଆଷ୍ଟ୍ରୋଫିଜିସିଆ ଡା କାନାରିଆନ!-->…
Read More...
Read More...
୧୮୧୦ କୋଟି ଟଙ୍କା ବ୍ୟୟରେ ୨୧୦ ମେଗାୱାଟ ଯୁକ୍ତ ଲୁହରି ପ୍ରଥମ ପର୍ୟ୍ୟାୟ ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି
ନୂଆଦିଲ୍ଲୀ, (ପିଆଇବି) : ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ସତଲେଜ ନଦୀର ୨୧୦ ମେଗାୱାଟ କ୍ଷମତା ସମ୍ପନ୍ନ ଲୁହରି ଜଳବିଦ୍ୟୁତ ପ୍ରକଳ୍ପ ପ୍ରଥମ ପର୍ୟ୍ୟାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସଂକ୍ରାନ୍ତ ଆର୍ଥିକ ବ୍ୟାପାର କମିଟି!-->…
Read More...
Read More...
ଆମେରିକାର ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ କି ବାଇଡ଼ନ୍, ଆଗରେ ଚାଲିଛନ୍ତି ବାଇଡନ୍
ୱାଶିଂଟନ୍ : ଆମେରିକା ପାଇଁ ଯାହା ଭୟ ଥିଲା ସେଭଳି ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ଆଗରେ ରହିଛନ୍ତି ଜୋ ବାଇଡନ୍ । ଅନ୍ୟପଟେ ଟ୍ରମ୍ପଙ୍କୁ ଝଟ୍କା ଲାଗୁଥିବା ବେଳେ ସେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପାଦ ବଢେ଼ଇ ସାରିଛନ୍ତି । ସୂଚନା ଅନୁସାରେ ବିଜୟ ଅଂକ ୨୭୦କୁ!-->…
Read More...
Read More...
ଅର୍ଣ୍ଣବଙ୍କ ଗିରଫ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ : କଂଗ୍ରେସ ଏବଂ ସହଯୋଗୀମାନେ ପୁଣିଥରେ ଗଣତନ୍ତ୍ରକୁ ଲଜ୍ଜିତ…
ନୂଆଦିଲ୍ଲୀ : ମୁମ୍ବାଇ ପୋଲିସ ପକ୍ଷରୁ ରିପବ୍ବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମାଲୋଚନା କରିଛନ୍ତି । ସେ ମହାରାଷ୍ଟ୍ରର କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କୁ ରିପବ୍ଲିକ୍ ଟିଭି ଏବଂ ଏହାର ସମ୍ପାଦକ ଅର୍ଣ୍ଣବ!-->…
Read More...
Read More...
ୟୁପିର କୁଶୀନଗରରେ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ : ଦମ୍ପତିଙ୍କ ସମେତ ୪ ମୃତ୍ୟୁ, ୧୨ ଆହତ
କୁଶୀନଗର : ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାର ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଯୋଗୁଁ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବୁଧବାର ସକାଳେ କୁଶୀନଗରର କପ୍ତାନ୍ଗଂଜ ଅଂଚଳରେ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ହେତୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ!-->…
Read More...
Read More...
ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ହୋଇଥିବା ବୁଝାମଣାପତ୍ରକୁ ମଞ୍ଜୁରି ମିଳିଛି । ଭାରତୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ!-->…
Read More...
Read More...
ଭାରତରେ ହ୍ରାସ ପାଇବାରେ ଲାଗିଛି କରୋନା ସକ୍ରିୟ ମାମଲା : କ୍ରମାଗତ ଷଷ୍ଠ ଦିନରେ ସକ୍ରିୟ ମାମଲା ୬ ଲକ୍ଷ ତଳେ
● ସୁସ୍ଥତା ହାର ୯୨ ପ୍ରତିଶତ ଅତିକ୍ରମ କଲା
ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରତିଦିନ କୋଭିଡ ଆକ୍ରାନ୍ତମାନେ ଅଧିକରୁ ଅଧିକ ସୁସ୍ଥ ହେଉଥିବାରୁ ଏବଂ ମୃତ୍ୟୁହାର ହ୍ରାସ ପାଉଥିବାରୁ ସକ୍ରିୟ ମାମଲାର ନିମ୍ନମୁଖୀ ଧାରା ମଧ୍ୟ ଜାରି ରହିଛି । କ୍ରମାଗତ ଷଷ୍ଠ ଦିନରେ ଦେଶରେ କରୋନା ସକ୍ରିୟ!-->!-->!-->…
Read More...
Read More...