Browsing Category
ଦେଶ ବିଦେଶ
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଜରୁରୀ ବୈଠକ ଆହ୍ୱାନ : ଦିଲ୍ଲୀରେ କରୋନାର ତୃତୀୟ ଲହର
ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି କରୋନାର କାୟାବିସ୍ସ୍ତାର ଦେଖିବାକୁ ମିଳିଛି । କରୋନାର ଭୟାନକ ତୃତୀୟ ଲହର ଦିଲ୍ଲୀବାସୀଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି । ଏଭଳି ସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଜରୁରୀ ବୈଠକ!-->…
Read More...
Read More...
ଶତ୍ରୁ ସାବଧାନ ! ଆଜି ଆଉ ୩ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି । ବାସ୍ତବରେ ଆଜି ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି । ଆଜି ସନ୍ଧ୍ୟା ସୁଦ୍ଧା ଏହି ବିମାନ ଭାରତରେ ପହଞ୍ଚିବ । ଏହା ସହିତ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ଏବଂ ଯୁଦ୍ଧକ୍ଷେତ୍ରରେ ଦବ୍ଦବା!-->…
Read More...
Read More...
ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଜରୁରୀକାଳୀନ ପରିସ୍ଥିତିର ସ୍ମରଣ କରାଉଛି : ଜାଭଡେକର
ନୂଆଦିଲ୍ଲୀ : ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭାଡେକର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ସମ୍ପର୍କରେ କହିଛନ୍ତି ଯେ, ଏହା ମହାରାଷ୍ଟ୍ରରେ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ଏବଂ ଏହା ଜରୁରୀକାଳୀନ ସ୍ଥିତିର ସୂଚକ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,!-->…
Read More...
Read More...
ଆମେରିକାରେ ନିର୍ବାଚନ ଫଳାଫଳ ପରେ ହିଂସା ଆଶଂକା : ଡୋନାଲ୍ଡ ଟ୍ରମ୍ପଙ୍କ ଘର ସୁରକ୍ଷା ବଳୟ ଭିତରେ
ନ୍ୟୁୟର୍କ : ଆମେରିକାରେ ଭୋଟ୍ ଗଣନା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍ଙ୍କ ନ୍ୟୁୟର୍କର ମ୍ୟାନହଟାନ ସ୍ଥିତ ଟ୍ରମ୍ପ ଟାୱାର ଦୁର୍ଗରେ ରୂପାନ୍ତରିତ ହୋଇଛି । ଆମେରିକାରେ ନିର୍ବାଚନ ଫଳାଫଳ ପରେ ହିଂସା ଆଶଂକା ରହିଥିବାରୁ ବହୁ ସଂଖ୍ୟକ ସଶସ୍ତ୍ର ସୁରକ୍ଷା କର୍ମୀ ଟ୍ରମ୍ପ ଟାୱାରକୁ ଘେରି!-->…
Read More...
Read More...
ଟେଲି-ଆଇନ ନୂଆ ମାଇଲଖୁଣ୍ଟ ଛୁଇଁଲା : ସିଏସ୍ସି ପ୍ରୟାସରେ ୪ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ଆଇନଗତ ପରାମର୍ଶ
• ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୭ ମାସ ମଧ୍ୟରେ ୨.୦୫ ଲକ୍ଷ ପରାମର୍ଶ ପ୍ରଦାନ କରାଯାଇଛି• ୨୦୨୦ ଏପ୍ରିଲ ସୁଦ୍ଧା ଏଭଳି ପରାମର୍ଶର ମୋଟ ସଂଖ୍ୟା ଥିଲା ୧.୯୫ଲକ୍ଷ
ନୂଆଦିଲ୍ଲୀ, (ପିଆଇବି) : ୨୦୨୦ ଅକ୍ଟୋବର ୩୦ ସୁଦ୍ଧା ଟେଲି-ଆଇନ ଦେଶରେ ଏକ ନୂଆ ମାଇଲଖୁଣ୍ଟକୁ ସ୍ପର୍ଶ କରିଛି । କମନ୍!-->!-->!-->…
Read More...
Read More...
ନଭେମ୍ବର ୫ ତାରିଖରେ ଭର୍ଚୁଆଲ ଗ୍ଲୋବାଲ ଇନଭେଷ୍ଟର ରାଉଣ୍ଡଟେବୁଲରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
• ରାଉଣ୍ଡଟେବୁଲରେ ସମଗ୍ର ବିଶ୍ୱର ଶୀର୍ଷ ପେନସନ ଓ ସୋଭରେନ ୱେଲଥ ଫଣ୍ଡଗୁଡ଼ିକ ଅଂଶଗ୍ରହଣ କରିବେ• ଭାରତରେ ଅନ୍ତର୍ଜାତୀୟ ନିବେଶ ବୃଦ୍ଧି ଦିଗରେ ସୁଯୋଗ ପ୍ରଦାନ କରିବ ଏହି କାର୍ୟ୍ୟକ୍ରମ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ନଭେମ୍ବର, ୨୦୨୦ରେ ଭର୍ଚୁଆଲ!-->!-->!-->…
Read More...
Read More...
ବ୍ୟାଙ୍କ ସମୂହ ଦ୍ୱାରା ଲାଗୁ କରାଯାଉଥିବା ସେବାଶୁଳ୍କ (ସର୍ଭିସ ଚାର୍ଜ)ର ବାସ୍ତବ ସ୍ଥିତି
ନୂଆଦିଲ୍ଲୀ, (ପିଆଇବି) : କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାଶୁଳ୍କ ବା ସର୍ଭିସ ଚାର୍ଜ ଅତ୍ୟଧିକ ବୃଦ୍ଧି କରିଥିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାସ୍ତବ ସ୍ଥିତି ସଂପର୍କରେ ନିମ୍ନ ମତେ ସୂଚନା ଦିଆଯାଇଛି ।• ଜନଧନ!-->…
Read More...
Read More...
ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫.୫ ଲକ୍ଷ ତଳକୁ ଖସିଲା
• ୧୦୫ ଦିନ ପରେ ଗୋଟିଏ ଦିନରେ ୩୮,୩୧୦ ନୂଆ ପଜିଟିଭ୍ ମାମଲା• ମୋଟ ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୭୦ ଲକ୍ଷ ଟପିଲା
ନୂଆଦିଲ୍ଲୀ, (ପିଆଇବି) : କୋଭିଡ ମୁକାବିଲାରେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ପଜିଟିଭ୍ ମାମଲା ୪୦!-->!-->!-->…
Read More...
Read More...
ବିହାର ନିର୍ବାଚନ ଫଳାଫଳ ପରେ ସମାଲୋଚକମାନେ ଖାମୁସ୍ ହୋଇଯିବେ : ଶତୃଘ୍ନ ସିହ୍ନା
ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ପ୍ରସିଦ୍ଧ ଅଭିନେତା ଶତୃଘ୍ନ ସିହ୍ନା ବିହାର ବିଧାନସଭା ନିର୍ବାଚନରେ ଗ୍ରାଣ୍ଡ ଆଲାଇନ୍ସର 'ମହାବିଜୟ'ର ଆଶା ପ୍ରକାଶ କରି କହିଛନ୍ତି ଯେ, ନଭେମ୍ବର ୧୦ରେ ଭୋଟ ଗଣନା ଦିନ ଜନତା ଦଳ(ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ସମାଲୋଚକମାନେ ଖାମୁସ୍!-->…
Read More...
Read More...
ଆଫ୍ରିକୀୟ ଦେଶ ମାଲିରେ ଫ୍ରାନ୍ସ ସୈନ୍ୟଙ୍କ ଦ୍ୱାରା ୫୦ରୁ ଅଧିକ ଜିହାଦୀ ଆତଙ୍କବାଦୀଙ୍କୁ ହତ୍ୟା
ବମାକୋ : ଆଫ୍ରିକାର ମାଲିରେ ଫ୍ରାନ୍ସର ସେନା ୫୦ରୁ ଅଧିକ ଜିହାଦୀ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଫ୍ରାନ୍ସ ସରକାର କହିଛନ୍ତି ଯେ, ଡ୍ରୋନ୍ ଦ୍ୱାରା ବହୁ ସଂଖ୍ୟକ ମୋଟରସାଇକେଲ ଆରୋହୀ ଆତଙ୍କବାଦୀଙ୍କୁ ଚିହ୍ହ୍ନଟ କରାଯାଇଥିଲା ଓ ପରେ!-->…
Read More...
Read More...