Browsing Category
ଦେଶ ବିଦେଶ
ଡିସେମ୍ବରରୁ ସିଙ୍ଗାପୁରରେ ଖୋଲିବ ରାତ୍ରୀକାଳୀନ ପ୍ରତିଷ୍ଠାନ
ସିଙ୍ଗାପୁର : ସିଙ୍ଗାପୁରରେ ସୀମିତ ସଂଖ୍ୟକ ରାତି-ପ୍ରତିଷ୍ଠାନ ଡିସେମ୍ବରରୁ ଦୁଇମାସ ପାଇଁ ଖୋଲିବାକୁ ଅନୁମତି ଦିଆଯିବ । ଏହି ଅବଧି ମଧ୍ୟରେ କୋଭିଡ -୧୯ର ସୁରକ୍ଷା ନିୟମ ପାଳନ କରାଯିବ । ଶିଳ୍ପ ଓ ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି । କରୋନା ଭାଇରସ୍ ବିସ୍ତାର ହେତୁ ଏହି!-->…
Read More...
Read More...
୪ ବର୍ଷରୁ କମ୍ ସମୟରେ ୨୦ ହଜାରରୁ ଅଧିକ ମିଛ କହିଥିଲେ ଡୋନାଲ୍ଡ ଟ୍ରମ୍ପ : ଫ୍ୟାକ୍ଟ ଚେକିଂ ୱେବସାଇଟ୍ ପଲିଟିଫାକ୍ଟ
ୱାଶିଂଟନ୍ : ଡେ଼ାନାଲ୍ଡ ଟ୍ରମ୍ପ ତାଙ୍କର ଚାରି ବର୍ଷର ରାଷ୍ଟ୍ରପତି ଶାସନ କାଳରେ ୨୦,୦୦୦ ରୁ ଅଧିକ ମିଛ କହିଛନ୍ତି । ଫ୍ୟାକ୍ଟ-ଚେକିଂ ୱେବସାଇଟ୍ ପଲିଟିଫାକ୍ଟ ଅନୁଯାୟୀ, ୨୦୧୬ ପରଠାରୁ ଟ୍ରମ୍ପଙ୍କ ଅଧାରୁ ଅଧିକ ବିବୃତ୍ତି ମିଥ୍ୟା ଅଟେ । ୱାଶିଂଟନ୍ ପୋଷ୍ଟର ଡାଟାବେସ୍ ଅନୁଯାୟୀ, ସେ!-->…
Read More...
Read More...
ଟ୍ରମ୍ପ ଯୁଗ ଶେଷ ହେବ ଆମେରିକାରେ : ବିଜୟର ପାଖାପାଖି ଜୋ ବାଇଡେନ୍
ୱାଶିଂଟନ : ଟ୍ରମ୍ପଙ୍କ ଯୁଗ ଶେଷ ହେବାକୁ ଯାଉଛି ଆମେରିକାରେ । ବିଜୟର ପାଖାପାଖି ଏବେ ଜୋ ବାଇଡେନ୍ । ବିଜୟ ନମ୍ବରରୁ ଆଉ ଗୋଟିଏ ପାଦ ଦୂର । ଆଉ ଗୋଟିଏ ରାଜ୍ୟରେ ବିଜୟ ହାସଲ କଲେ ବାଇଡେନ୍ଙ୍କ ହ୍ୱାଇଟ୍ ହାଉସ୍ ପହଂଚିବା ସିଦ୍ଧ ହେବ । ବିଜୟ ନମ୍ବର ୨୭୦ ଛୁଇଁଲେ ଜୋ ବାଇଡେ଼ନ୍!-->…
Read More...
Read More...
ବଜାରକୁ ପ୍ରବେଶ କଲା ମାତ୍ର ୬୯୯ ଟଙ୍କା ମୂଲ୍ୟରେ ଡିଟେଲ ଡି-୧ଗୁରୁର ମୋବାଇଲ
ନୂଆଦିଲ୍ଲୀ : ବଜାରକୁ ପ୍ରବେଶ କଲା ଡ଼ିଟେଲ କମ୍ପାନୀର ଆଉ ଏକ ନୂଆ ମୋବାଇଲ ଫୋନ୍ । ଡିଟେଲ କମ୍ପାନୀ ଶସ୍ତାରେ ଫିଚର୍ ଫୋନ୍ ପ୍ରସ୍ତୁତ କରି ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଡିଟେଲ ଡି-୧ଗୁରୁର ବର୍ତ୍ତମାନ ଭାରତୀୟ ବଜାରରେ ପ୍ରବେଶ କରିସାରିଛି । ଡି-୧ଗୁରୁରରେ ହ୍ୱାଟ୍ସଆପ୍ ଭଲି!-->…
Read More...
Read More...
ଏଲ୍ଏନ୍ଜି ବ୍ୟବହାର ବଢିଲେ ଯାନବାହାନ ପ୍ରଦୂଷଣକୁ ହ୍ରାସ କରାଯାଇପାରିବ : ଧର୍ମେନ୍ଦ୍ର ପ୍ରଧାନ
• ଦେଶରେ ଏଲ୍ଏନ୍ଜି ବଜାରର ସମ୍ପ୍ରସାରଣ କରିବା ପାଇଁ ନିଦ୍ଦିଷ୍ଟ କ୍ଷେତ୍ରକୁ ଚିହ୍ନଟ କରାଯାଉ• ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଉପରେ ଗୁରୁତ୍ୱ• ୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସ ଭାଗକୁ ୬.୩% ରୁ ୧୫% କରିବା ଲକ୍ଷ୍ୟ
ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରାୟତ!-->!-->!-->…
Read More...
Read More...
କ୍ରମାଗତ ଭାବେ ବିଗତ ୫ ସପ୍ତାହରେ ସୁସ୍ଥଙ୍କ ସଂଖ୍ୟା ନୂତନ ମାମଲାଠାରୁ ଅଧିକ
● କରୋନା ସକ୍ରିୟ ମାମଲା ନିମ୍ନମୁଖୀ, ଆଜି ଏହା ୫.୨ ଲକ୍ଷରେ ପହଞ୍ଚିଛି
ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ ନୂଆ ପଜିଟିଭ୍ ମାମଲା ଆସିଥିବା ବେଳେ ନୂଆ ସୁସ୍ଥଙ୍କ ସଂଖ୍ୟା ୫୪ ହଜାରକୁ ଅତିକ୍ରମ କରିଛି । ଗତ ୫ ସପ୍ତାହ ଧରି ଦେଶରେ ପ୍ରତିଦିନ ସୁସ୍ଥ!-->!-->!-->…
Read More...
Read More...
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ୨୦୧୩ରୁ ୪.୩୯ କୋଟି ନକଲି ରାସନ କାର୍ଡ ହୋଇଛି…
● ରଦ୍ଦ ରାସନ କାର୍ଡ ବଦଳରେ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀ/ପରିବାରକୁ ନିୟମିତ ଭାବେ ନୂଆ କାର୍ଡ ପ୍ରଦାନ କରାଯାଇଛି
ନୂଆଦିଲ୍ଲୀ, (ପିଆଇବି) : ପ୍ରଯୁକ୍ତି ସମ୍ବଳିତ ପିଡିଏସ ସଂସ୍କାର ଆଣିବାକୁ ଆରମ୍ଭ ହୋଇଥିବା ଅଭିଯାନ ଅନୁଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଲାଗୁ ପାଇଁ!-->!-->!-->…
Read More...
Read More...
ଖୁସିର ଖବର : ମହାରାଷ୍ଟ୍ରରେ ଖୋଲିଗଲା ସିନେମା ହଲ୍
ମୁମ୍ବାଇ : ଦୀର୍ଘ ୮ ମାସ ପରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ମହାରାଷ୍ଟ୍ରରେ ଶୁକ୍ରାବାରଠାରୁ ସମସ୍ତ ସିନେମା ହଲ୍ ଖୋଲିଛି । କୋଭିଡ ନିୟମକୁ ପାଳନ କରି ଦର୍ଶକ ଏବେ ହଲ୍ରେ ବସି ଫିଲ୍ମ ଦେଖିପାରିବେ। ତେବେ ସରକାରୀ ନିୟମ ରହିଛି, ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍!-->…
Read More...
Read More...
ଇସଲାମୀୟ ଆତଙ୍କବାଦୀଙ୍କ ନର୍ସରୀ ପାଲଟୁଛି ଫ୍ରାନ୍ସ, ନିଜ ଦେଶକୁ ଘୃଣା କରିବା ପାଇଁ ଶିକ୍ଷା ଦିଆଯାଉଛି : ଇମାନୁଏଲ୍…
ପ୍ୟାରିସ୍ : ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଚେତାବନୀ ଦେଇଛନ୍ତି ଯେ ଦେଶର ଅନେକ ସ୍ଥାନରେ 'ଆତଙ୍କବାଦୀଙ୍କ ନର୍ସରୀ' ଚାଲିଛି । ମାକ୍ରୋନ୍ ଦାବୀ କରିଛନ୍ତି ଯେ ଆତଙ୍କବାଦୀଙ୍କ ନର୍ସରୀରେ ପିଲାମାନଙ୍କୁ ଇସଲାମୀୟ ଉପାୟରେ ନିଜ ଦେଶକୁ ଘୃଣା କରିବାକୁ ଶିକ୍ଷା ଦିଆଯାଉଛି ।!-->…
Read More...
Read More...
୨୭,୦୦୦ ଚାକିରୀ ଖୋଜୁଥିବା ଯୁବକଙ୍କୁ ପ୍ରତାରଣା କଲା ନକଲି ଚାକିରୀ ପୋର୍ଟାଲ : ଗୋଟିଏ ମାସରେ ୧.୦୯ କୋଟି ଟଙ୍କା ହଡ଼ପ୍
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନାମରେ କାର୍ୟ୍ୟ କରୁଥିବା ଏକ ନକଲି ଚାକିରୀ ର୍ୟାକେଟ୍ ପ୍ରାୟ ଏକ ମାସ ମଧ୍ୟରେ ପ୍ରାୟ ୧.୦୯ କୋଟି ଟଙ୍କା ପଞ୍ଜୀକରଣ ଫି ସଂଗ୍ରହ ନାମରେ ହଡ଼ପ୍ କରିଥିବା ଜଣାପଡ଼ିଛି । ଅତି କମରେ ୨୭,୦୦୦ ଆବେଦନକାରୀଙ୍କୁ ପ୍ରତାରଣା କରିଛି ବୋଲି ଦିଲ୍ଲୀ!-->…
Read More...
Read More...