Browsing Category
ଦେଶ ବିଦେଶ
ବିହାର ପରାଜୟକୁ ନେଇ ମହାମେଂଟରେ ଆରମ୍ଭ ହୋଇଛି ଦୋଷ ଲଦାଲଦି
ପାଟନା : ବିହାର ପରାଜୟକୁ ନେଇ ମହାମେଂଟରେ ଆରମ୍ଭ ହୋଇଛି ଦୋଷ ଲଦାଲଦି ଅଧ୍ୟାୟ । ଗୋଟିଏ ପଟେ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ପରାଜୟକୁ ନେଇ ମହାମେଂଟ ଭିତରେ ଟଣାଓଟରା ସ୍ଥିତି ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନର ପରାଜୟକୁ ନେଇ ରାଷ୍ଟ୍ରୀୟ ଜନତା!-->…
Read More...
Read More...
ଭାରତରେ ମୂଲ୍ୟହୀନ ପ୍ରମାଣିତ ହୋଇପାରେ କରୋନା ଟୀକା : ବିଶେଷଜ୍ଞମାନେ ଦେଲେ ଚେତାବନୀ
ନୂଆଦିଲ୍ଲୀ : କରୋନା ଜୀବାଣୁ ଟୀକା ବିତରଣର ବ୍ଲୁପ୍ରିଣ୍ଟ ସ୍ଥିର କରାଯାଇ ସାରିଛି । ଶୀତଳ ଶୃଙ୍ଖଳା ଭିତ୍ତିଭୂମି ଏବଂ ଟୀକା ନେଟୱାର୍କକୁ ଶୃଙ୍ଖଳିତ କରିବାରେ ସରକାର ବ୍ୟସ୍ତ ଅଛନ୍ତି । ଏହି ସମୟରେ, ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରୁଛନ୍ତି ଯେ, ଅନେକ କରୋନା ଟୀକା ଅତ୍ୟଧିକ ନିମ୍ନ!-->…
Read More...
Read More...
ଆତଙ୍କବାଦକୁ ନେଇ ଭାରତ ବିରୋଧରେ ପାକିସ୍ତାନର ଅଭିଯୋଗ ମନଗଢ଼ା : ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ପାକିସ୍ତାନରେ କିଛି ଆତଙ୍କବାଦୀ ଆକ୍ରମଣରେ ଭାରତ ସମ୍ପୃକ୍ତ ଥିବା ଅଭିଯୋଗକୁ ଭାରତପକ୍ଷରୁ ଖଣ୍ଡନ କରାଯିବା ସହ ଏହା ମନଗଢ଼ା ବୋଲି କୁହାଯାଇଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ 'ପ୍ରମାଣ'ର ତଥାକଥିତ ଦାବିଗୁଡ଼ିକ ମିଥ୍ୟା ଏବଂ ଏହାର କୌଣସି ବିଶ୍ୱସନୀୟତା ନାହିଁ । ବୈଦେଶିକ!-->…
Read More...
Read More...
ଆଜି ବିହାରରେ ଗଠନ ହେବ ନୂଆ ସରକାର : ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର
ପାଟନା : ଆଜି ବିହାରରେ ଗଠନ ହେବକୁ ଯାଉଛି ନୂଆ ସରକାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ତେବେ ସୂଚନା ଅନୁସାରେ ଅପରାହ୍ନ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ବୋଲି ସୂଚନାରେ କୁହାଯାଇଛି । ଏହି ଅବସରରେ ରାଜ୍ୟପାଳ!-->…
Read More...
Read More...
ମହାରାଷ୍ଟ୍ରରେ କାଲିଠୁ ଖୋଲିବ ଧାର୍ମିକ ସ୍ଥଳୀ
ମୁମ୍ବାଇ : ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଆସନ୍ତାକାଲି ଠୁ ଖୋଲିବ । ତେବେ କରୋନା ଗାଇଡ ଲାଇନ ଅନୁସାରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ବୋଲି ସୂଚନା ରହିଛି । ଧାର୍ମିକସ୍ଥଳ ଖୋଲିବାକୁ ନେଇ କିଛି ସର୍ତ୍ତ ରଖିଛନ୍ତି ଉଦ୍ଧବ ସରକାର । ଏହି ସର୍ତ୍ତ ଅନୁସାରେ ଧାର୍ମିକ!-->…
Read More...
Read More...
ନୀତୀଶ ପୁଣି ହେବେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବେ । ଆଜି ଅନୁଷ୍ଠିତ ଏନଡିଏ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନଡିଏ ନେତା ଭାବେ ନୀତୀଶ କୁମାର ନିର୍ବାଚିତ ହୋଇଛନ୍ତି । ପର୍ୟ୍ୟବେକ୍ଷକ ରାଜନାଥ ସିଂହ ଏନଡିଏ ନେତା ଭାବେ ନୀତୀଶଙ୍କ ନାମ ଘୋଷଣା କରିଛନ୍ତି । କିଛି ସମୟରେ!-->…
Read More...
Read More...
ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀଙ୍କ ପରଲୋକ
ନୂଆଦିଲ୍ଲୀ : ଜଣାଶୁଣା ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀ(୮୫)ଙ୍କ ପରଲୋକ ହୋଇଯାଇଛି । ୨୦୧୨ରେ ଦାଦାସାହେବ ଫାଲକେ ପୁରସ୍କାର ପାଇଥିବା ସୌମିତ୍ର ଚାଟାର୍ଜୀଙ୍କୁ ଲାଇଫ ସପୋଟ ସିଷ୍ଟମରେ ରଖା ଯାଇଥିଲା । ଗତ କିଛି ଦିନରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ କଲିକତାର ଏକ ଘରୋଇ!-->…
Read More...
Read More...
ଆତଙ୍କିସ୍ତାନର ସେନାଙ୍କ ଆରୋପ, ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ ପାଇଁ ଭାରତ ୧ କୋଟି ଟଙ୍କା ଦେଇଛି
ଇସଲାମାବାଦ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦ କାରଖାନା ଚଳାଉଥିବା ଆତଙ୍କିସ୍ତାନ (ପାକିସ୍ତାନ) ଏବେ ଏଫ୍ଏଟିଏଫ୍ରୁ ରକ୍ଷା ପାଇବା ପାଇଁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଆକ୍ରମଣ ନିସ୍ତାର ପାଇବାକୁ ଆଉ ଏକ କୌଶଳ ଆପଣେଇଛି । ଆତଙ୍କବାଦୀଙ୍କୁ ଉତ୍ସାହିତ କରିଥିବା ପାକିସ୍ତାନୀ!-->…
Read More...
Read More...
ମାନିଲେନି ଅମାନିଆଁ : ଜବର୍ଦସ୍ତ ବାଣଫୁଟାରେ ବାୟୁ ପ୍ରଦୁଷଣ, ଦିଲ୍ଲୀରେ ପ୍ରଦୂଷଣ ଅବସ୍ଥା ଗୁରୁତର
ନୂଆଦିଲ୍ଲୀ : ଏନଜିଟିର ଆଦେଶ ଏବଂ ଦିଲ୍ଲୀ ସରକାରଙ୍କ ଅନୁରୋଧ ସତ୍ତେ୍ୱ ଦିଲ୍ଲୀବାସୀ ମାନିଲେନି । ଅମାନିଆଁଙ୍କ ଦ୍ୱାରା ଜବର୍ଦସ୍ତ ବାଣଫୁଟାରେ ଅସମ୍ଭାଳ ବାୟୁ ପ୍ରଦୂଷଣ ଦେଖାଦେଇଛି ଦିଲ୍ଲୀରେ । ପୂର୍ବରୁ ପ୍ରଦୂଷିତ ଥିବା ଦିଲ୍ଲୀର ବାୟୁ ଆହୁରି ପ୍ରଦୂଷିତ ହୋଇ ଗୁରୁତର ପର୍ଯ୍ୟାୟରେ!-->…
Read More...
Read More...
ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେଲା : ଆଜି ବିହାର ଏନଡିଏର ନେତା ନିର୍ବାଚିତ ହେବେ ନୀତିଶ କୁମାର
ପାଟ୍ନା : ସରକାର ଗଠନ ପାଇଁ ଆଜି ବିହାରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନଡିଏର ନେତା ନିର୍ବାଚିତ ହେବେ ନୀତିଶ କୁମାର ବୋଲି ସୂଚନାରେ କୁହାଯାଇଛି । ମିଳିଥିବା ଖବର ଅନୁସାରେ ଆଜି ଦିନ ୧୨ଟା ୩୦ରେ ଏନଡିଏ ବିଧାୟକ ଦଳ ବୈଠକ ବସିବ, ଯେଉଁଥିରେ ପାଟନାରେ ହେବାକୁ ଥିବା ଏହି ବୈଠକରେ!-->…
Read More...
Read More...