Browsing Category
ଦେଶ ବିଦେଶ
ଆସନ୍ତା ୧୯ ତାରିଖ ଦିନ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୯ରେ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ । ମଧ୍ୟାହ୍ନ ୧୨ ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକ ଉଦଘାଟିତ ହେବ ।ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀ ଆସନ୍ତା ୧୯ ରୁ ୨୧ ତାରିଖ ମଧ୍ୟରେ!-->…
Read More...
Read More...
ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ମଧ୍ୟରେ ଆସନ୍ତା ୧୯ ନଭେମ୍ବର ୨୦୨୦ରେ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ ।ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ!-->…
Read More...
Read More...
କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ୩୦ ହଜାର ନୂଆ କରୋନା ପଜିଟିଭ୍ ମାମଲା
● ଗତ ଦେଢ଼ ମାସ ଧରି ଦୈନିକ ନୂଆ କରୋନା ପଜିଟିଭ୍ ମାମଲା ତୁଳନାରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି
ନୂଆଦିଲ୍ଲୀ, (ପିଆଇବି) : ଗତ ଦୁଇ ଦିନ ଧରି ଭାରତରେ ଦୈନିକ ନୂଆ କରୋନା ମାମଲା ୩୦ ହଜାରରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯,୧୬୩ ନୂଆ ମାମଲା ଦେଖାଦେଇଛି । ଗତ ଦଶ ଦିନ!-->!-->!-->…
Read More...
Read More...
ଅଲିମ୍ପିକ୍ ଚାମ୍ପିଅନ କିପ୍ରୁଟୋ ନାବାଳିକା ସହ ଯୌନ ସଂପର୍କ ରଖିବା ଅଭିଯୋଗରେ ଗିରଫ
ନାଇରବି : ଅଲିମ୍ପିକ୍ ଚାମ୍ପିଅନ କିପ୍ରୁଟୋ ନାବାଳିକା ସହ ଯୌନ ସଂପର୍କ ରଖିବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୩୦୦୦ ମିଟର ଷ୍ଟିପଲଚେଜରେ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ କେନିଆର କନସେସଲୁସ କିପ୍ରୁଟୋ । ଏକ ନାବାଳିକା ସହ ଯୌନ ସଂପର୍କ!-->…
Read More...
Read More...
କରୋନା ମହାମାରୀକୁ ରୋକିବାରେ ପର୍ଯ୍ୟାପ୍ତ ନୁହେଁ ଭାକସିନ୍ : ଡବ୍ଲ୍ୟୁଏଚ୍ଓ
ଜେନେଭା : କରୋନା ପାଇଁ ପ୍ରଭାବୀ ସଞ୍ଜିବନୀ ଟୀକା ଆସିବା ପରେ ଯେ କରୋନା ଚିତ୍ର ବଦଳିଯିବ ଏବଂ ସ୍ଥିତି ସ୍ୱାଭାବିକ ହୋଇଯିବ, ତାହା ଭାବିବା ଭୁଲ । ବରଂ କରୋନା ବିରୋଧୀ ଲଢେ଼ଇ ଏମିତି ଜାରି ରହିବ । ସଂକ୍ରମଣକୁ ରୋକିବା ପାଇଁ ଟୀକା ଯଥେଷ୍ଟ ହେବନାହିଁ । କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ!-->…
Read More...
Read More...
ଡୋନାଲ୍ଡ ଟ୍ରମ୍ପ ଇରାନର ଆଣବିକ ଠିକଣାକୁ ଧ୍ୱଂସ କରିବାକୁ ଚାହୁଁଥିଲେ
ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆଣବିକ ଠିକଣା ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ । ଇରାନର ମୁଖ୍ୟ ଆଣବିକ କେନ୍ଦ୍ରକୁ ଟ୍ରମ୍ପ ଟାର୍ଗେଟ କରିଥିଲା । ତେବେ ଉପରାଷ୍ଟ୍ରପତି ମାଇକ ପେନ୍ସ, ପ୍ରତିରକ୍ଷା ମନ୍ତ୍ରୀ ଖ୍ରୀଷ୍ଟୋଫର ମିଲର ଏବଂ ଯୁଗ୍ମ ଷ୍ଟାଫ୍ ମାର୍କ!-->…
Read More...
Read More...
ଜାପାନୀ ରାଜକୁମାରୀ ଗାଢ଼ ପ୍ରେମରେ ଥାଇ ବି ବିବାହ କରିବାକୁ ଅସମର୍ଥ
ଟୋକିଓ : ଜାପାନର ଖୁବ୍ ସୁନ୍ଦର ରାଜକୁମାରୀ ମାକୋ ପୁଣି ଥରେ ତାଙ୍କ ବିବାହ ଯୋଜନାକୁ ସ୍ଥଗିତ ରଖିଛନ୍ତ । ଏହାପୂର୍ବରୁ ୨୦୧୭ ମସିହାରେ ରାଜକୁମାରୀ ମାକୋ(୨୮) ବିବାହ ଯୋଜନା କରିଥିଲେ । କିନ୍ତୁ ସେମାନଙ୍କୁ ସେମାନଙ୍କର ଯୋଜନା ସ୍ଥଗିତ ରଖିବାକୁ ପଡିଥିଲା । ଜାପାନୀ ରାଜକୁମାରୀ ଦେଶର!-->…
Read More...
Read More...
ଭାରତୀୟ ଗୁପ୍ତଚର ଏଜେନ୍ସି ଆର୍ଏଡବ୍ଲ୍ୟୁ ପାକିସ୍ତାନର ନେତାଙ୍କ ଉପରେ ଘାତକ ଆକ୍ରମଣ କରିପାରେ : ପାକିସ୍ତାନୀ ରେଳ…
ଇସଲାମାବାଦ : ଭାରତୀୟ ଗୁପ୍ତଚର ଏଜେନ୍ସି ଆର୍ଏଡବ୍ଲ୍ୟୁ ପାକିସ୍ତାନର ନେତାଙ୍କ ଉପରେ ଘାତକ ଆକ୍ରମଣ କରିପାରେ ବୋଲି ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ ଦାବୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନକୁ ଭିତରୁ ଅସ୍ଥିର କରିବା ପାଇଁ ଆର୍ଏଡବ୍ଲ୍ୟୁ ଏହାର କାର୍ଯ୍ୟ ଆରମ୍ଭ!-->…
Read More...
Read More...
ଜାଣନ୍ତୁ, କେନ୍ଦ୍ରୀୟ କର୍ମଚାରୀମାନେ କେବେ ଠୁ ପାଇବେ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ ଖବର ରହିଛି । କରୋନା ବିପର୍ଯ୍ୟୟ ହେତୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେବନାହିଁ । ଡିଏନ୍ଏରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,!-->…
Read More...
Read More...
ଏଥର ବିହାରରେ ଦୁଇ ଉପମୁଖ୍ୟମନ୍ତ୍ରୀ : ତାରକିଶୋର ପ୍ରସାଦ ଓ ରେଣୁ ଦେବୀ
ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଥିବା ବେଳେ ଏଥର ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବା ନେଇ ସ୍ପଷ୍ଟ ହୋଇଛି ରାଜନୀତି ଦୃଶ୍ୟପଟ । ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଏବଂ ବିଜେପି ବିଧାୟକ ଦଳର ଉପନେତା ରେଣୁ ଦେବୀ!-->…
Read More...
Read More...