Browsing Category

ଦେଶ ବିଦେଶ

୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ମୁମ୍ବାଇ ଆକ୍ରମଣର ମୁଖ୍ୟ ଆସାମୀ ହାଫିଜ ସଇଦକୁ

ନୂଆଦିଲ୍ଲୀ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଜମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ସୂଚନାରେ ପ୍ରକାଶ । ତେବେ ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ ଦୁଇଟି ଆତଙ୍କବାଦୀ ମାମଲାରେ ହାଫିଜ
Read More...

ମାସ୍କ ନପିନ୍ଧିଲେ ଦିଲ୍ଲୀରେ ଗଣିବାକୁ ହେବ ୨ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ : ମାସ୍କ ନପିନ୍ଧିଲେ ଦିଲ୍ଲୀରେ ଗଣିବାକୁ ହେବ ୨ ହଜାର ଟଙ୍କା ଜରିମାନା । ନଭେମ୍ବର ମାସ ଆରମ୍ଭରୁ ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ୬ରୁ ୭ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସରକାରଙ୍କ ଚିନ୍ତା ବଢି ଯାଇଛି । ରାଜଧାନୀରେ କରୋନା ସଂକ୍ରମଣର ତୃତୀୟ ଲହର ଏବେ ତାର
Read More...

ଭଲ ଖବର : ଅକ୍ସଫୋର୍ଡର କରୋନା ଭାଇରସ୍‌ ଟୀକା ବୟସ୍କ ଲୋକଙ୍କ ପ୍ରତି ବି ପ୍ରଭାବଶାଳୀ

ଲଣ୍ଡନ : ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଭୂତାଣୁ ଟୀକା ୫୬–୬୯ ବର୍ଷ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଛି । ଲାନସେଟ୍‌ ଗୁରୁବାର ଦିନ ୫୬୦ ସୁସ୍ଥ ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ ପରେ ତଥ୍ୟ ପ୍ରକାଶ କରିଛି । ଏଥିରେ କୋଭିଡ-୧୯ ଟୀକା
Read More...

କୋଭିଡ୍‌ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ଏମବିବିଏସ୍‌ରେ ୫ଟି ସିଟ୍‌ ସଂରକ୍ଷିତ ରହିବ

ନୂଆଦିଲ୍ଲୀ : ଦେଶରେ କରୋନା ଯୋଦ୍ଧା ଭାବେ ଆଗଧାଡିରେ ଲଢୁଥିବା ବ୍ୟକ୍ତିଙ୍କ ପିଲାଙ୍କ ପାଇଁ ଏମବିବିଏସ.ରେ ୫ ଟି ସିଟ୍‌ ସଂରକ୍ଷିତ ରହିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଆଜି ଏ ସଂକ୍ରାନ୍ତରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଏମବିବିଏସରେ କରୋନା ଯୋଦ୍ଧା ପିଲାଙ୍କ
Read More...

ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଆଧ୍ୟାତ୍ମିକ ଗୁରୁମାନଙ୍କର ସମର୍ଥନ

• ଆତ୍ମନିର୍ଭର ଭାରତ ଆନ୍ଦୋଳନକୁ ମିଳିଲା ସନ୍ଥ ସମାଜର ଆଶୀର୍ବାଦ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ‘ଭୋକାଲ ଫର ଲୋକାଲ’ ପାଇଁ କରିଥିବା ଅପିଲକୁ ଆଧ୍ୟାତ୍ମିକ ଗୁରୁମାନେ ବହୁମାତ୍ରାରେ ସମର୍ଥନ କରିଛନ୍ତି। ସନ୍ଥ
Read More...

ସାଥୀ ସନ୍ଧାନରେ ବାଘ ୩୦୦୦ କିଲୋମିଟର ଯାତ୍ରା କଲା

ନୂଆଦି‌ଲ୍ଲୀ : 'ୱାକର୍' ଏପର୍ୟ୍ୟନ୍ତ ଭାରତରେ ରେକର୍ଡ ହୋଇଥିବା 'ଟାଇଗର ଦ୍ୱାରା ଦୀର୍ଘତମ ପଦଯାତ୍ରା' ସମାପ୍ତ କରିଛି । ବର୍ତ୍ତମାନ ଏହି ବାଘ ମହାରାଷ୍ଟ୍ରର ଜ୍ଞାନଗଙ୍ଗା ଅଭୟାରଣ୍ୟକୁ ନିଜ ଘର କରିପାରିଛି । ତେବେ ୱାକରକୁ ବନ୍ୟଜନ୍ତୁ ଅଧିକାରୀମାନେ ଏହି ନାମ ଦେଇଛନ୍ତି । ଏହି
Read More...

ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ

ପାନାଜୀ : ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ମୃଦୁଳା ସିହ୍ନା(୭୭)ଙ୍କ ଆଜି ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ବିହାରର ଚାପ୍ରା ଗ୍ରାମରେ ୧୯୪୨ ମସିହା ନଭେମ୍ବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ମୃଦୁଳା ଗୋଆର ପ୍ରଥମ ମହିଳା ରାଜ୍ୟପାଳ । ଅନ୍ୟପଟେ ମୃଦୁଳା ସିହ୍ନା
Read More...

ମାନଚିତ୍ରରେ ଲଦାଖକୁ ଚୀନ୍‌ରେ ଦେଖାଇବାର ଭୁଲ ପାଇଁ ଟ୍ୱିଟର ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିଛି : ମୀନାକ୍ଷୀ…

ନୂଆଦିଲ୍ଲୀ : ଚୀନ୍ ମାନଚିତ୍ରରେ ଲଦାଖଙ୍କୁ ଦେଖାଇବାର ଭୁଲ ପାଇଁ ସୋସିଆଲ ମିଡିଆ ଟ୍ୱିଟର ସଂସଦୀୟ କମିଟିକୁ ଲିଖିତ ଭାବେ କ୍ଷମା ମାଗିଛି । ଏହି ମାସ ଶେଷ ସୁଦ୍ଧା ସେ ଭୁଲକୁ ସଂଶୋଧନ କରିବ ବୋଲି ସେ ପ୍ରତିଶୃତି ଦେଇଛି । କମିଟିର ଅଧ୍ୟକ୍ଷ ମୀନାକ୍ଷୀ ଲେଖୀ ବୁଧବାର ଦିନ ଏହି ସୂଚନା
Read More...

ଓସାମାର ଅ‌ନ୍ତ ପରେ ଓବାମା ଖୋଲିଲେ ରହସ୍ୟ : ପାକିସ୍ତାନୀ ସେନା ସହିତ ସଂଯୁକ୍ତ ଥିଲା ତାଲିବାନ, ଅଲ୍‌ କାଏଦାର ସଂପର୍କ…

ୱାଶିଂଟନ୍ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ 'ଏକ ପ୍ରତିଜ୍ଞା ଭୂମି' ଆଜିକାଲି କେବଳ ଆମେରିକା ନୁହେଁ ଅନେକ ଦେଶର ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି । ଏହି ପୁସ୍ତକର ଗୋଟିଏ ଅଂଶରେ ଓବାମା ଆବୋଟାବାଦରେ ଅଲ କାଏଦା ନେତା ଓସାମା ବିନ୍ ଲାଡେନଙ୍କ ଉପରେ
Read More...

ନିଆଁ ଲାଗିଗଲା ଡାକ୍ତରଖାନାରେ

ସୁରଟ : ଗୁଜୁରାଟର ସୁରଟରେ ଥିବା ଏକ ଡାକ୍ତରଖାନାରେ ପୁଣି ନିଆଁ ଲାଗିଲା ବୋଲି ଖବର ପହଚିଂଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାସ୍ତରିତ କରିଛି ଡାକ୍ତରଖାନା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହି
Read More...