Browsing Category
ଦେଶ ବିଦେଶ
ଦିଲ୍ଲୀରେ ଆୟୋଜିତ ବାର୍ଷିକ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ମହାରାଷ୍ଟ୍ର ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଓ ତାଙ୍କର କିଛି ସହକର୍ମୀଙ୍କ ଜୀବନ ହାନୀ ହୋଇଛି : ପ୍ରଧାନମନ୍ତ୍ରୀଅଜିତ ଦାଦା ମହାରାଷ୍ଟ୍ର ଓ ଦେଶର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳ ଲୋକଙ୍କ ଜୀବନମାନ ଉନ୍ନତ କରିବା ପାଇଁ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ମୁଁ!-->…
Read More...
Read More...
ସଂସଦରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ
ମାନନୀୟ ସଦସ୍ୟଗଣ,
ସଂସଦର ଉଭୟ ସଦନରେଏକାଠି ଭାଷଣ ଦେବା ମୋତେ ଅତି ଆନନ୍ଦ ଦେଉଛି। ଗତ ବର୍ଷ ଭାରତର ଦ୍ରୁତ ବିକାଶ ଏବଂ ଏହାର ସମୃଦ୍ଧ ଐତିହ୍ୟ ପାଇଁ ସ୍ମରଣୀୟ ହୋଇ ରହିଛି। ଏହି ସମୟ ଅନେକ ପ୍ରେରଣା ନେଇଆସିଛି। ବର୍ତ୍ତମାନ ଭାରତ ବନ୍ଦେ ମାତରମର 150 ବର୍ଷ ପାଳନ କରୁଛି। ଏହି ଗଭୀର!-->!-->!-->…
Read More...
Read More...
ଭାରତ ଓ ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତିନାମା
ନୂଆ ସୁଯୋଗ ଆଣିବା ସହ ଭାରତକୁ ୨୦୪୭ ସୁଦ୍ଧା ସଶକ୍ତ କରିବ ‘ମଦର ଅଫ ଅଲ୍ ଡିଲ୍ସ’
ନୂଆଦିଲ୍ଲୀ, (ପିଆଇବି) : ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଲାଗି ବୁଝାମଣା ଚୂଡ଼ାନ୍ତ ହୋଇଥିବା ଭାରତ ଓ ୟୁରୋପୀୟ ସଂଘ(ଇୟୁ) ଘୋଷଣା କରିଛନ୍ତି। ଭାରତର ଏକ ପ୍ରମୁଖ ରଣନୈତିକ ଅର୍ଥନୈତିକ!-->!-->!-->…
Read More...
Read More...
ନୂଆଦିଲ୍ଲୀଠାରେ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭାରତ-ୟୁରୋପୀୟ ସଂଘ ସମ୍ପର୍କ ସମନ୍ବୟର ଏକ ନୂତନ ଯୁଗରେ ପ୍ରବେଶ କରିଛି: ପ୍ରଧାନମନ୍ତ୍ରୀଐତିହାସିକ ଭାରତ- ୟୁରୋପୀୟ ସଂଘ ଏଫଟିଏ ଶ୍ରମ-କୈନ୍ଦ୍ରିକ ଉତ୍ପାଦ ପାଇଁ ବଜାର ସଂଯୋଗ ଖୋଲିଛି: ପ୍ରଧାନମନ୍ତ୍ରୀଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ବିସ୍ତାର କରିବା ନିମନ୍ତେ 'ସମଗ୍ର ସମାଜ' ସହଭାଗୀତା!-->…
Read More...
Read More...
ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ ଅଭିଭାଷଣ ସହିତ ଆଜି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି : ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତିଙ୍କ ଅଭିଭାଷଣ ଭାରତର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ପ୍ରତିଫଳିତ କରି ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବଜେଟ୍ ଅଧିବେଶନ ଆରମ୍ଭ ଅବସରରେ ସଂସଦରେ ରାଷ୍ଟ୍ରପତିଙ୍କ!-->!-->!-->…
Read More...
Read More...
୨୮ ଜାନୁଆରୀରେ କରିଅପ୍ପା ପରେଡ ଗ୍ରାଉଣ୍ଡରେ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ରାଲିର ବିଷୟବସ୍ତୁ : ‘ରାଷ୍ଟ୍ର ପ୍ରଥମ - କର୍ତ୍ତବ୍ୟନିଷ୍ଠ ଯୁବପିଢ଼ି’
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ଜାନୁଆରୀ ୨୦୨୬ ଅପରାହ୍ନ ପ୍ରାୟ ୩:୩୦ ସମୟରେ ଦିଲ୍ଲୀର କରିଅପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ।ଚଳିତ ବର୍ଷ!-->!-->!-->…
Read More...
Read More...
”ବନ୍ଦେ ମାତରମ୍ କୋଷ୍ଟାଲ୍ ସାଇକ୍ଲୋଥନ୍ – ୨୦୨୬ “ଆୟୋଜନ କରିବ ସିଆଇଏସଏଫ୍
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସି. ଆଇ. ଏସ୍. ଏଫ୍.) ଦ୍ୱିତୀୟ ସଂସ୍କରଣ ସି. ଆଇ. ଏସ୍. ଏଫ୍. ବନ୍ଦେ ମାତରମ୍ କୋଷ୍ଟାଲ୍ ସାଇକ୍ଲୋଥନ୍-୨୦୨୬ ର ଶୁଭାରମ୍ଭ କରିବାକୁ ପ୍ରସ୍ତୁତ, ଯାହା ଉପକୂଳ ସୁରକ୍ଷା ସଚେତନତା, ଜାତୀୟ ଏକତା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ!-->…
Read More...
Read More...
ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଚୂଡାନ୍ତ : ବିଶ୍ୱ ବାଣିଜ୍ୟରେ ଭାରତର ଏକ ରଣନୈତିକ ସଫଳତା
୧୬ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷଙ୍କ ଐତିହାସିକ ଘୋଷଣାଭାରତ-ୟୁରୋପୀୟ ସଂଘ ଭାଗିଦାରୀ: ବିଶ୍ୱ ଜିଡିପିର ୨୫% ଆଧାରରେ ଏକ ଶକ୍ତିଶାଳୀ ଆର୍ଥିକ ଭାଗିଦାରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ!-->!-->!-->…
Read More...
Read More...
ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ
ଭୁବନେଶ୍ୱର, (ପିଆଇବି) : ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ, କଳା ସମନ୍ୱୟ ଶିକ୍ଷା ମାଧ୍ୟମରେ ଅଭିଜ୍ଞତାଭିତ୍ତିକ ଶିକ୍ଷଣ ଓ ଆନନ୍ଦଦାୟୀ ଶ୍ରେଣୀଗୃହ ଗଠନର ଲକ୍ଷ୍ୟ ନେଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସର୍ବଭାରତୀୟ କଳାଏକୀକୃତ ଶିକ୍ଷା ପଦ୍ଧତି ‘ସମୃଦ୍ଧି’ (୨୦୨୫–୨୬) ଆଜି ଉଦଘାଟିତ!-->…
Read More...
Read More...
କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟକୁ ସୂଚିତ କରୁଥିବା ‘ହାଲୱା ଉତ୍ସବ’ ଆଜି ନର୍ଥ ବ୍ଲକସ୍ଥିତ ବଜେଟ୍ ପ୍ରେସରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ!-->…
Read More...
Read More...