Browsing Category
ଦେଶ ବିଦେଶ
ରେଳବାଇ-ସାର ବିଭାଗ ସମନ୍ୱୟ ଖରିଫ ଏବଂ ରବି ଯୋଗାଣକୁ ବୃଦ୍ଧି କରୁଛି
ନିରବଚ୍ଛିନ୍ନ ରେଳ ପରିବହନ ସମୟଭିତ୍ତିକ ସାର ଯୋଗାଣକୁ ନିଶ୍ଚିତ କରିଛିସରକାର ସମସ୍ତ ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ରଖିଛନ୍ତିଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ
ନୂଆଦିଲ୍ଲୀ, (ପିଆଇବି) : ଚାଷୀମାନଙ୍କୁ ଆବଶ୍ୟକ ସମୟରେ ସାର ଉପଲବ୍ଧ କରାଇବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।!-->!-->!-->…
Read More...
Read More...
ଆଇଏଚଏମ୍ ଭୁବନେଶ୍ୱରରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଇଁ କ୍ୟାରିଅର ସଚେତନତା କର୍ମଶାଳା
ଭୁବନେଶ୍ୱର, (ପିଆଇବି) : ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ (ଆଇଏଚ୍ଏମ୍), ଭୁବନେଶ୍ୱର ଆଜି ସାରା ଓଡ଼ିଶାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ) ଅଧିକାରୀମାନଙ୍କ ପାଇଁ ହସ୍ପିଟାଲିଟି ମ୍ୟାନେଜମେଣ୍ଟକୁ ଏକ ପ୍ରତିଶ୍ରୁତିପୂର୍ଣ୍ଣ କ୍ୟାରିଅର ବିକଳ୍ପ ଭାବେ ପରିଚୟ କରାଇବା!-->…
Read More...
Read More...
ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ
● ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିବା ଆବଶ୍ୟକ: ପିଆଇବି ଏଡିଜି ଅଖିଳ ମିଶ୍ର● ବ୍ୟକ୍ତିଗତ ସଚେତନତା ଏବଂ ସାମୂହିକ ପ୍ରୟାସ ମାଧ୍ୟମରେ ଦୀର୍ଘସ୍ଥାୟୀ ସ୍ୱଚ୍ଛତା ଲକ୍ଷ୍ୟ ହାସଲ କରାଯାଇପାରିବ : ତନୟା ପଟ୍ଟନାୟକ
ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା!-->!-->!-->…
Read More...
Read More...
ଆର୍ଥିକ ସର୍ବେକ୍ଷଣ 2025-26ର ମୁଖ୍ୟାଂଶ
● 2025-26 ଆର୍ଥିକ ବର୍ଷ ପାଇଁ ଜିଡିପି ଏବଂ ଜିଭିଏ ଅଭିବୃଦ୍ଧିର ପ୍ରଥମ ଅଗ୍ରିମ ଆକଳନ ଯଥାକ୍ରମେ 7.4 ଏବଂ 7.3 ପ୍ରତିଶତ● ଭାରତର ଅଭିବୃଦ୍ଧି ପ୍ରାୟ 7 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଅନ୍ୟପକ୍ଷରେ 2027 ଆର୍ଥିକ ବର୍ଷ ପାଇଁ ପ୍ରକୃତ ଜିଡିପି ଅଭିବୃଦ୍ଧି 6.8 ପ୍ରତିଶତରୁ 7.2!-->…
Read More...
Read More...
ଏଆଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସିଇଓ ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଏଆଇ ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ପ୍ରତି ସିଇଓମାନେ ଦୃଢ଼ ସମର୍ଥନ ପ୍ରକାଶ କଲେଏଆଇରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିବା ପାଇଁ ସରକାରଙ୍କ ପ୍ରୟାସକୁ ସିଇଓମାନେ ସ୍ୱୀକାର କଲେସ୍ୱଚ୍ଛ, ନିରପେକ୍ଷ ଏବଂ ସୁରକ୍ଷିତ ଏଆଇ ଇକୋସିଷ୍ଟମ ଦିଗରେ କାମ କରିବାର ଆବଶ୍ୟକତା ଉପରେ!-->…
Read More...
Read More...
୨୦୨୬ ବଜେଟ୍ ଅଧିବେଶନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
ରାଷ୍ଟ୍ରପତିଙ୍କ ଅଭିଭାଷଣ ୧୪୦ କୋଟି ଭାରତୀୟଙ୍କ ଆତ୍ମବିଶ୍ବାସ ଓ ଆକାଂକ୍ଷାକୁ ପ୍ରତିଫଳିତ କରେ : ପ୍ରଧାନମନ୍ତ୍ରୀଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଯୁବପିଢ଼ି, ଚାଷୀ ଏବଂ ଉତ୍ପାଦକମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରେ : ପ୍ରଧାନମନ୍ତ୍ରୀଆମ ସରକାର ସଂସ୍କାର, ପ୍ରଦର୍ଶନ!-->…
Read More...
Read More...
ଆଇଆଇଏମସି, ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସମ୍ବୋଧନ
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଓଡ଼ିଶାର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଆଜି ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ!-->…
Read More...
Read More...
ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ : ବିଭିନ୍ନ କ୍ଷେତ୍ରରେ ଭାରତର ଦୃଢ଼ ପ୍ରଦର୍ଶନ
ନୂଆଦିଲ୍ଲୀ, (ପିଆଇବି) : ଆର୍ଥିକ ସର୍ବେକ୍ଷଣ 2025-26ରେ ଏପରି ଅର୍ଥବ୍ୟବସ୍ଥା ଚିତ୍ର ଉପସ୍ଥାପନ କରାଯାଇଛି ଯାହା କେବଳ ପୁନରୁଦ୍ଧାର ଠାରୁ ଆଗକୁ ବଢ଼ି ରଣନୀତିକ ଅପରିହାର୍ଯ୍ୟତା ଆଡ଼କୁ ଗତି କରିଛି। ବିଶ୍ୱ ବଜାରଗୁଡ଼ିକ ସ୍ଥିରତା ସହିତ ଜଡ଼ିତ ହୋଇଥିଲେ ମଧ୍ୟ ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ!-->…
Read More...
Read More...
2025-26 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ
● ଅଭିବୃଦ୍ଧି ହାର ଖର୍ଚ୍ଚ ଏବଂ ନିବେଶର ଡବଲ୍ ଇଞ୍ଜିନ ଦ୍ୱାରା ପରିଚାଳିତ ହେଉଛି● ଆର୍ଥିକ ବର୍ଷ 2026-27 ପାଇଁ ବାସ୍ତବ ଜିଡିପି ଅଭିବୃଦ୍ଧି 6.8-7.2 ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି● ଆର୍ଥିକ ବର୍ଷ 2025-26ରେ ଘରୋଇ ଅନ୍ତିମ ଉପଯୋଗ ଖର୍ଚ୍ଚ 61.5 ପ୍ରତିଶତକୁ ବୃଦ୍ଧି● ଆର୍ଥିକ!-->…
Read More...
Read More...
ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ…
ଗତ ଦଶନ୍ଧି ମଧ୍ୟରେ, ଭାରତର ବିମାନ ଚଳାଚଳ କ୍ଷେତ୍ର ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରିଛି, ଏକ ସ୍ୱତନ୍ତ୍ର କ୍ଲବରୁ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ପରିବହନ ବଜାରରେ ପରିଣତ ହୋଇଛି : ପ୍ରଧାନମନ୍ତ୍ରୀଭାରତର ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧି ସରକାରଙ୍କ ଦୀର୍ଘକାଳୀନ!-->…
Read More...
Read More...