Browsing Category

ଘର ଓ ସ୍ୱାସ୍ଥ୍ୟ

ବଢ଼ୁଛି କି ସୁଗାର୍‌ ଲେବେଲ୍‌ ?

ବିଶୃଙ୍ଖଳିତ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଏବେ ଆମ ସମାଜରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକାଂଶରେ ଦେଖିବାକୁ ମିଳୁଛି ମଧୁମେହ ରୋଗୀ କେବଳ ଔଷଧ ସେବନ କଲେ ଏହି ରୋଗରୁ ନିସ୍ତାର ମିଳେ ବୋଲି ଭାବନ୍ତି ଓ ପରବର୍ତ୍ତୀ ସମୟରେ ଆହୁରି ଜଟିଳ ଶାରୀରିକ ସମସ୍ୟାର
Read More...

ଦାମ୍ପତ୍ୟ ଜୀବନରେ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ : ଦେଖିବେ, ସମ୍ପର୍କ ସୁଦୃଢ଼ ହେବ ଏବଂ ପ୍ରେମ ମଧୁର ହେବ

ସୁଶ୍ରୀ ସ୍ନେହଲତା ବିବାହିତ ଜୀବନ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ବିଶ୍ୱାସର ସୁତା ଖିଅରେ ବାଂଧି ହୋଇଥାଏ ବୋଲି କୁହାଯାଏ । ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ ବିଷୟଗୁଡ଼ିକର ଯତ୍ନ ନେବାକୁ ପଡିଥାଏ । ଯଦି ଏହି ବିଷୟଗୁଡ଼ିକ ପ୍ରତି ଯତ୍ନ ନିଆଯାଏ ନାହିଁ, ତେବେ ସମ୍ପର୍କ ମଧ୍ୟରେ ଦୂରତା
Read More...

ଯଦି ପତି-ପତ୍ନୀ ଉଭୟେ ଚାକିରିରେ ଅଛନ୍ତି ….

ସୁଶ୍ରୀ ସ୍ନେହଲତା ବଦଳୁଛି ସମୟ । ସମୟ ସହ ତାଳ ଦେଇ ଚିନ୍ତାଧାରାର ପରିବର୍ତ୍ତନ ମଧ୍ୟ ହେଉଛି । ଏଭଳି ସମୟରେ ଉଭୟ ପୁରୁଷ ଏବଂ ମହିଳାଙ୍କ ମାନସିକତା ବି ବଦଳିଛି । ଆଜିର ସମୟରେ ମହିଳାମାନେ ମଧ୍ୟ ନିଜ କ୍ୟାରିୟର ପାଇଁ ଚିନ୍ତିତ ଏବଂ ଚାକିରି ବୃତ୍ତିରେ ମନ ବଳାଉଛନ୍ତି । ଅନେକ ଦମ୍ପତି
Read More...

ଖୁସି ଦାମ୍ପତ୍ୟ ଜୀବନ ପାଇଁ ଆସନ୍ତୁ କିଛି କଥା ଜାଣିବା….

ସୁଶ୍ରୀ ସ୍ନେହଲତା ପର୍‌ଫେକ୍ଟ ରିଲେସନ୍‌ସିପ୍‌ ଯଦି ଚାହାଁନ୍ତି, ତେବେ ବୈବାହିକ ସଂପର୍କକୁ ନିଜର ସୁସ୍ଥ ବିଚାର ଅନୁସାରେ ସମ୍ଭାଳିବା ଏକାନ୍ତ ଜରୁରୀ । ପତି-ପତ୍ନୀ ସଂପର୍କରେ ଦୁଇଟି ପାଖୁଡ଼ା ରହିଛି । ଗୋଟିଏ ହେଉଛି ଭଲପାଇବା ଏବଂ ଅନ୍ୟଟି ବିଶ୍ୱାସ । ଏହି ଦୁଇଟି ପାଖୁଡ଼ାକୁ ସ୍ୱଚ୍ଛ
Read More...

ଆସନ୍ତୁ ଘରେ ପ୍ରସ୍ତୁତ କରିବା କସ୍‌ଷ୍ଟାର୍ଡ

ଶ୍ରାବଣୀ ବିଶ୍ୱାଲ କସ୍‌ଷ୍ଟାର୍ଡ ଖାଇବା ପାଇଁ ସମସ୍ତଙ୍କର ଆଗ୍ରହ ଥାଏ । କିନ୍ତୁ ଏହାକୁ ତିଆରିବାର ପ୍ରଣାଳୀ କିଏ କେମିତି ଜାଣନ୍ତି ନାହିିଁ ବୋଲି ଘରେ ଏହାକୁ ପ୍ରସ୍ତୁତ କରିବାରେ ଅସୁବିଧା ହୋଇଥାଏ । ଆସନ୍ତୁ, ଘରେ ଏହାକୁ କେମିତି ତିଆରିବା ଶିଖିନେବା । ଏହିପରି ଉପାୟରେ ବନାନ୍ତୁ
Read More...

ପିସ୍ତାରେ ରହିଛି ଅନେକ ଲାଭକାରୀ ଉପାଦାନ

ପିସ୍ତା ହେଉଛି ଏକ ଡ଼୍ରାଏ ଫୁଡ଼୍‌ । ଏହା ଖାଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳିଥାଏ । ଏହା ବିଶ୍ୱାସ କରାଯାଏ ଯେ, ଶୀତଦିନେ ଖାଦ୍ୟରେ ପିସ୍ତାକୁ ଅନ୍ତର୍ଭୁକ୍ତ କରିବା ଉଚିତ । ମୋଟାପଣ ଏବଂ ମଧୁମେହକୁ ନିୟନ୍ତ୍ରଣରେ ରଖିବାରେ ପିସ୍ତା ମଧ୍ୟ ଲାଭଦାୟକ ବୋଲି କୁହାଯାଏ । ସେଥିପାଇଁ
Read More...

୨୦ ମିନିଟ୍ ପାଇଁ ପ୍ରତିଦିନ ଏହି କାମ କରନ୍ତୁ : ନିଜର ଇମ୍ୟୁନିଟି ପାୱାର ବଢ଼ାନ୍ତୁ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ, ନିଜକୁ ସୁରକ୍ଷିତ ରଖିବା ପାଇଁ ଘରେ ରହିବା, ମାସ୍କ ପିନ୍ଧିବା ଏବଂ ଏହିପରି ଖାଦ୍ୟକୁ ନିଜ ଖାଇବା ବେଳେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ, ଯାହା ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇ ପାରିବ । ବାସ୍ତବରେ,
Read More...

ଶୃଙ୍ଖଳା ଦ୍ୱାରା ବ୍ଲଡ଼ ସୁଗାର୍‌କୁ ନିୟନ୍ତ୍ରଣ କରିହେବ

ଆଜି ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ତଥା ଖାଦ୍ୟପେୟ ପ୍ରତି ଅସଚେତନତା ହେତୁ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । କିନ୍ତୁ ଚିକିତ୍ସକମାନେ ମତ ଦିଅନ୍ତି, ନିୟନ୍ତ୍ରିତ ଜୀବନଶୈଳୀ ଓ ସଚେତନତା ହିଁ ବ୍ଲଡ଼ ସୁଗାର୍‌କୁ ନିୟନ୍ତ୍ରଣ କରିପାରିବ । ଏଥିପାଇଁ ନିଜ ବ୍ଲଡ଼ ସୁଗାର୍‌କୁ
Read More...

ଶୀତ ସମୟରେ ହାର୍ଟକୁ ସୁସ୍ଥ ରଖନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ସମୟରେ ହୃଦଘାତ ମୃତ୍ୟୁର ସବୁଠାରୁ ବଡ କାରଣ ପାଲଟିଛି । କେବଳ ବୃଦ୍ଧ ନୁହଁନ୍ତି, ୪୦ ବର୍ଷରୁ କମ୍ ବୟସର ଲୋକମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି । ଶୀତଦିନେ, ଏହି ସମସ୍ୟା ବହୁତ ବଢ଼ିଥାଏ । ଗ୍ରୀଷ୍ମ ତୁଳନାରେ ଶୀତଦିନେ ହୃଦଘାତ ହେତୁ ମୃତ୍ୟୁ ହାର
Read More...