କନିଷ୍ଠ ଗଣିତ ଅଲମ୍ପିଆଡରେ ୧୨ ଜଣ ଯୋଗ୍ୟ ବାଳିକା ଛାତ୍ରୀଙ୍କ ମଧ୍ୟରୁ ୫ ଜଣ ରାଉରକେଲାର
ରାଉରକେଲା, (ସସ୍ମିତା ପ୍ରଧାନ) : ପଠାଣିସାମନ୍ତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଏବଂ ଓଡିଶା ଗଣିତ ସମାଜ ପ୍ରତିବର୍ଷ ଜୁନିଅର ଗଣିତ ଅଲିମ୍ପିୟାଡ୍ ପରିଚାଳିତ ହୁଏ । ମୋଟ ୬୨ ଜଣ ଛାତ୍ରଛାତ୍ରୀ ଜୁନିଅର ଗଣିତ ଅଲମ୍ପିଆଡରେ ଯୋଗ୍ୟତା ହାସଲ କରିଛନ୍ତି । ଏହି ବର୍ଷ ଓଡିଶାର ୧୨ ଜଣ!-->…
Read More...
Read More...