ହରଗୌରୀ ମନ୍ଦିରରେ ପାଞ୍ଚଦିନ ବ୍ୟାପି ମକର ମେଳା ମହୋତ୍ସବ ଉଦଯାପିତ
ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ପାଞ୍ଚଦିନ ବ୍ୟାପୀ ଶିବତଲା ହରଗୌରି ମନ୍ଦିର ଠାରେ ମକର ମେଳା ମହୋତ୍ସୋବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବକୁ ଶିବତଲା, ଲୁଚକିବନ୍ଧ, ରଘୁପାଲିର ଜନସାଧାରଣ ସମସ୍ତେ ମିଶି ସହଯୋଗ ଓ ପରିଚାଳନା ଦାୟିତ୍ଵ ନେଇ ସୂଚାରୁ ରୂପେ ତୁଲାଇଥିଲେ।ଉକ୍ତ ଉତ୍ସବରେ!-->…
Read More...
Read More...