oom

ଲଳିତ ନାୟକଙ୍କ ଆଶୁ ଆରୋଗ୍ୟ କାମନାରେ ଦୀପ ପ୍ରଜ୍ବଳନ

jsmm

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପୂର୍ବାହ୍ନ ୧୧ଟା ସମୟରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ପାଟଣେଶ୍ବରୀ ମନ୍ଦିରରେ ସମାଜସେବୀ ଲଳିତ ନାୟକଙ୍କ ଆଶୁ ଆରୋଗ୍ୟ କାମନାରେ ଦୀପ ପ୍ରଜ୍ବଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିନୋଦ କାଲସାଏ, ରିଲୁ ରଥ, ଗୋବିନ୍ଦ ଶତପଥୀ, ରବି ଖମାରୀ, ସନ୍ତୋଷ ପଟ୍ଟନାୟକ, ରିକନ ସେଠ, ସଞ୍ଜୟ ସାହୁ, ସାଗରିକା ଗୁରୁ, ନିହାରିକା ମିଶ୍ର, ବିବେକ କୁମାର, ସନ୍ତୋଷ ସାହୁ, ଅସୀମ ଭୋଇ, ନିଳାଦ୍ରୀ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ।

jittmm
Leave A Reply

Your email address will not be published.