ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଛତ୍ରପୁର ମହକୁମାରେ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ (ସଦ୍ଭାବନାଗୃହ) ସମ୍ମିଳନୀ କକ୍ଷରେ ବସି ଆଲୋଚନା କରିଥିଲେ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ମାଲୁଦ ସେକ୍ସନ ଅଧିନରେ ଥିବା ବିଦ୍ୟୁତ ସେବା ସମ୍ପର୍କିତ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଟାଟା ପାୱାର ଅଧିକାରୀଙ୍କ ସହ ବିଶଦ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.