ସୋହାଗରାତ୍‌ ରୁମ୍ ଭିତରକୁ ଯିବା ମାତ୍ରେ ବରକୁ ନବବଧୂ କହିଲା – ‘ଗେଟ୍‌ ଆଉଟ୍‌, ଚାଲିଯାଅ’

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଦୁଃଖଦ ବୈବାହିକ ମାମଲା ସାମ୍ନାକୁ ଆସିଛି । ନବବଧୂ ଏବଂ ତାଙ୍କ ପ୍ରେମିକଙ୍କ ଠାରୁ ରକ୍ଷା କରିବା ପାଇଁ ବର ଏବେ ପୋଲିସ ନିକଟରେ ନିବେଦନ କରିଛନ୍ତି । ପୀଡିତଙ୍କ ତରଫରୁ ଜୟପୁରର ବିଶ୍ୱକର୍ମା ପୋଲିସ ଷ୍ଟେସନରେ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ୧୭ ନଭେମ୍ବର ୨୦୨୧ରେ ସେ ଝିଅଙ୍କ ପରିବାର ସଦସ୍ୟଙ୍କ ସହମତିରେ ବିବାହ କରିଥିଲେ । ପୀଡିତ ଯୁବକ ଜଣକ ହରମାଡା ପୋଲିସ ଷ୍ଟେସନ ଅଞ୍ଚଳର ବଢ଼ାରାଣା ରୋଡରେ ଅବସ୍ଥିତ ପଞ୍ଚ କଲୋନୀର ବାସିନ୍ଦା । ପୀଡ଼ିତ ଯୁବକ ଅଭିଯୋଗ କରିଛନ୍ତି ଯେ, ସୋହାଗରାତ୍‌ ରୁମ୍ ଭିତରକୁ ଯିବା ମାତ୍ରେ ତାଙ୍କୁ ନବବଧୂ କହିଲା- ‘ଗେଟ୍‌ ଆଉଟ୍‌, ଚାଲିଯାଅ’ ।

Leave A Reply

Your email address will not be published.