pr

୨୮ ଜିଲ୍ଲାରୁ ୧୬୪୩ ଚିହ୍ନଟ

dr. purohit

ଭୁବନେଶ୍ୱର, (କେପିଏନ୍ଏସ୍) : କମିବାର ନାଁ ନେଉନାହିଁ କରୋନା ସଂକ୍ରମଣ । ଆଜି ୨୮ ଜିଲ୍ଲାରୁ ୧୬୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ରାଜ୍ୟରୁ । ଅନୁଗୁଳରୁ ୧୬, ବାଲେଶ୍ୱରରୁ ୭୩, ବରଗଡ଼ରୁ ୭, ଭଦ୍ରକରୁ ୨, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୭, କଟକରୁ ୯୮, ଢେଙ୍କାନାଳରୁ ୩୬, ଗଜପତିରୁ ୩୫, ଗଂଜାମରୁ ୨୭୪, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୬, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୧୪, କେଉଁଝରରୁ ୩, ଖୋର୍ଦ୍ଧାରୁ ୨୭୪, କୋରାପୁଟରୁ ୫୦, ମାଲକାନଗିରିରୁ ୨୭, ମୟୁରଭଂଜରୁ ୩୯, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୪୦, ନୂଆପଡ଼ାରୁ ୧, ପୁରୀରୁ ୯୨, ରାୟଗଡ଼ାରୁ ୧୩୬, ସମ୍ବଲପୁରରୁ ୧୧୨ ଏବଂ ସୁନ୍ଦରଗଡ଼ରୁ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମୁଦାୟ ୬,୩୪,୦୯୦ ପରୀକ୍ଷା ହୋଇଥିବା ବେଳେ ସେଥିରୁ ୪୪,୧୯୩ ଜଣ ପୋଜେଟିଭ୍ ବାହାରିଛନ୍ତି । ସେମାନଙ୍କ ମଧ୍ରରୁ ୨୮,୬୯୭ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୧୫,୧୮୯ ଜଣ ଆକ୍ରାନ୍ତ ଏକ୍ଟିଭ୍ ରହି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନାରେ କୁହାଯାଇଛି ।

nrusinghnath
Leave A Reply

Your email address will not be published.