lika

ବଲାଙ୍ଗିର ଫୋଟୋ ଷ୍ଟୁଡିଓରୁ ଚୋରି କଲେ ଦୁର୍ବୃତ୍ତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରମାଇ ଟକିଜ ନିକଟସ୍ଥ ବଲାଙ୍ଗିର ଫୋଟୋ ଷ୍ଟୁଡିଓରୁ କିଛି ଦୁର୍ବୃତ୍ତ ଚୋରି କରିଥିବା ନେଇ ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଆଜି ରମାଇ ଟକିଜ ନିକଟରେ ଥିବା ଟିକନ ଚନ୍ଦ ଦୋକାନ ଠାରୁ ଦୁର୍ବୃତ୍ତ ମାନେ ଚୋରି କରିଥିବା ନେଇ ପ୍ରଥମେ ଖବର ପ୍ରକାଶିତ ହୋଇଥିବା ବେଳେ ଦୋକାନୁ ଲାଗିକିଥିବା ବଲାଙ୍ଗିର ଫୋଟୋ ଷ୍ଟୁଡିଓର ମାଲିକ ଆକାଶ ସିଂ ଦୋକାନ ଖୋଲିବାକୁ ଆସି ଦେଖିବା ବେଳେ ତାଙ୍କ ଦେକାନରୁ ମଧ୍ୟ ଉପରସ୍ଥ ଟିଣ ଚାଦର କାଟି ଦେଇ ଦୋକନ ଭିତରୁ ପଶି କ୍ୟାମେରା ଓ ବହୁମୂଲ୍ୟ ସାମାଗ୍ରୀ ଚୋରି କରି ନେଇଛନ୍ତି । ଏନେଇ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଓ ସାଇଣ୍ଟିଫିକ୍ଟ ଟିମ୍‌ ପହଂଚି ଘଟଣାର ତନାଘନା ତଦନ୍ତ ଜାରି ରଖିଥିବା ଜଣାପଡିଛି ।

sandip
Leave A Reply

Your email address will not be published.