ରାଉରକେଲା କଲେଜରେ ‘ସୁନ୍ଦରଗଡ଼ର ଆଦିବାସୀ ସଂସ୍କୃତି ଓ ସମୁଦାୟ ଜୀବନର ଏକ ଅନ୍ୱେଷଣ’ ଶୀର୍ଷକ ସେମିନାର ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲାର ଇତିହାସ ବିଭାଗ ପକ୍ଷରୁ “ଆନ ଏକ୍ସପ୍ଲୋରେସନ ଅନ ଟ୍ରାଇବାଲ କଲଚର ଆଣ୍ଡ କମୁନିଟି ଲାଇଫ ଇନ୍ ସୁନ୍ଦରଗଡ ” ଶୀର୍ଷକ ଏକ ଶିକ୍ଷାମୂଳକ ସେମିନାର ଆୟୋଜିତ ହୋଇଯାଇଛି । ସୁନ୍ଦରଗଡ଼ ଅଞ୍ଚଳର ଆଦିବାସୀ ସମୁଦାୟର ସମୃଦ୍ଧ ସଂସ୍କୃତି,!-->…
Read More...
Read More...