Yearly Archives

2026

ବାରିପଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୩.୬୨ କୋଟି ଟଙ୍କାର ମାମଲା ସମାଧାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଇନ ସେବା ପ୍ରାଧୀକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୧୧୪୦୮ଟି ମାମଲା ମଧ୍ୟରୁ ୪୫୧୮ଟି ମାମଲାର ଅପୋଷ ବିଚାର ହୋଇ ମୋଟ…
Read More...

ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ‘ସୂଚନା ଅଧିକାର ଆଇନ’ ଉପରେ କର୍ମଶାଳା ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ତକତପୁରସ୍ଥିତ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୂଚନା ଅଧିକାର ଆଇନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ତଥା ବ୍ୟବହାରିକ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ "ସୂଚନା ଅଧିକାର ଆଇନ -୨୦୦୫" ଶୀର୍ଷକ ଏକଦିବସୀୟ…
Read More...

ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

"ନାଟକ ଚେତା ପସଲା ପରିବେଷଣ" ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଏହି…
Read More...

ସରକାରୀ ମହିଳା ମହାବିଦ୍ୟାଳୟରେ ସଂସ୍କୃତ ସମ୍ଭାଷଣର ନୂଆ ପ୍ରୟାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂଆ ଦିଲ୍ଲୀର, ଅଷ୍ଟାଦଶୀ ଯୋଜନା ଅନ୍ତର୍ଗତ ଛାତ୍ର-ଛାତ୍ରୀ ମାନଙ୍କ ପାଇଁ ସାୟଂ କାଳୀନ ସଂସ୍କୃତ ଅଧ୍ୟୟନ ଏବଂ ସଂସ୍କୃତରେ ସମ୍ଭାଷଣ, ଦ କ୍ୟାଚ, ଓଡ଼ିଶାର ଏକ କ୍ରାନ୍ତିକାରୀ ପଦକ୍ଷେପ, ଯାହାକି ବିଗତ ଏକ ମାସ ଧରି…
Read More...

ମାଟି ସହ ମିଶିଲା ଶିକ୍ଷା : ଜେନିଥ୍ ଲାୟନ୍ସ ଗୁରୁକୁଳରେ ଅନୁଷ୍ଠିତ ହେଲା ‘ନୂଆଖାଇ ହାଟ’

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ଚାଷୀ ଓ ନୂଆ ଧାନ ସହ ଜଡିତ ଆମର ଜୀବନଧାରା । ଏହି ପରମ୍ପରାକୁ ନୂଆ ପିଢ଼ି ସହ ଯୋଡ଼ିବା ଏବଂ ପାଠ୍ୟପୁସ୍ତକ ବାହାରେ ବ୍ୟବହାରିକ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପଦ୍ମପୁରର ଅଗ୍ରଣୀ…
Read More...

ବିଶିଷ୍ଟ କଳାକାର ବ୍ୟାସଦେବ ପାତ୍ରଙ୍କ ବିୟୋଗ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ବିଶିଷ୍ଟ କଳାକାର ବ୍ୟାସଦେବ ପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ଏହି ଖବର ଜଣାପଡିବା ପରେ ସହରରେ ଶୋକର ଛାୟା ଖେଳିଯାଇଛି । ସୂଚନାରୁ ପ୍ରକାଶ ଯେ, ସେ ଗତ ୫ ତାରିଖ ଶନିବାର ଦିନ ତାଙ୍କ ସ୍କୁଟିରେ ଆସୁଥିବା ବେଳେ ବ୍ଲକ୍ ଛକ ନିକଟ…
Read More...

ଧାନ୍ଧୁପାଲି ସଂରକ୍ଷିତ ଜଙ୍ଗଲରେ ମହୁଲ ପୋଚ ଓ ରନ୍ଧାମଦ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଧାନ୍ଧୁପାଲି ସଂରକ୍ଷିତ ଜଙ୍ଗଲରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ବିରୋଧରେ ପାଇକମାଲ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ଓ ରନ୍ଧାମଦ ଜବତ କରାଯାଇଛି । ଚଢ଼ାଉ ସମୟରେ ଘଟଣାସ୍ଥଳରୁ…
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଉରକେଲା ଅବକାରୀ ଅଧିକ୍ଷକ

ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ଼ଙ୍କ ୨୭୦୦ ବର୍ଗଫୁଟ ଘର ସହ ୪ଟି ପ୍ଲଟ୍ ଓ ବ୍ୟାଙ୍କ ଜମା ୩୩.୯୭ ଲକ୍ଷ ଟଙ୍କା ସିଲ୍ ରାଉରକେଲା, (ସସ୍ମିତା ପ୍ରଧାନ) : ନିଜର ପେଟ ଭରିବା ପାଇଁ ସମାଜର ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଛାନ୍ତି ନାହଁ ସରକାରୀ କଳରେ ଚାକିରୀ କରୁଥିବା ବଡ ବଡ ଅଧିକାରୀ ।…
Read More...

ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସଭାଗୃହରେ ରୋଗୀ କଲ୍ୟାଣ ସମିତିର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଛତ୍ରପୁର ଉପ-ଜିଲ୍ଲାପାଳ ଡ଼ଃ. ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ରୋଟାରୀ କ୍ଲବ୍ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାରରେ ୧୦ ଶିକ୍ଷକ ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରୋଟାରୀ କ୍ଲବ ତରଫରୁ ଶନିବାର ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ର ନିର୍ମାତା-୨୦୨୬ ପୁରସ୍କାରରେ ୧୦ଜଣ ଶିକ୍ଷକ ସମ୍ମାନିତ ହୋଇଛନ୍ତି । ରୋଟାରୀ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକଙ୍କ…
Read More...