ମାସିକ ରଚନା ସଂଧ୍ୟା ପକ୍ଷରୁ ‘ପଶ୍ଚିମ ଓଡ଼ିଶାର ପର୍ବପର୍ବାଣୀର ସାଂସ୍କୃତିକ ବୈଶିଷ୍ଟ୍ୟ’ ଆଲୋଚନା ଚକ୍ର
ବଲାଙ୍ଗିର (କେପିଏନ୍ଏସ୍) : ସାଂସ୍କୃତିକ ସମନ୍ୱୟ ହିଁ ହେଉଛି ପଶ୍ଚିମ ଓଡିଶାର ପର୍ବପର୍ବାଣୀ ପାଳନର ସାଂସ୍କୃତିକ ବୈଶିଷ୍ଟ୍ୟ । ଗୋଟିଏ ଅଞ୍ଚଳର ଜନଜୀବନର ଚିତ୍ର, ଲୋକଚଳଣି ଓ ପରିଚୟ ସେହି ଅଞ୍ଚଳରେ ପାଳନ କରାଯାଉଥିବା ଲୋକଯାତ୍ରା ଓ ପର୍ବପର୍ବାଣୀରୁ ଜଣାପଡେ । ସମୟର ପ୍ରଭାବରେ ହେଉ ବା!-->…
Read More...
Read More...