Yearly Archives

2026

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭଉଣୀମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ସଭାରେ ପରିଚାଳନା ସମିତିର ସଭାପତି ପୃଥ୍ବୀରାଜ ସାହୁ,
Read More...

ପାଟଣାଗଡରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ବିରୋଧରେ ହତ୍ୟା ଅଭିଯୋଗ, ଦୁଇ ଅଟକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହରର ବ୍ରହ୍ମପୁରା ଅଞ୍ଚଳରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ଯଶୋବନ୍ତି ଚାନ୍ଦଙ୍କ ପରିବାର ପକ୍ଷରୁ ଏହାକୁ ପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରାଯାଇ ସ୍ୱାମୀ,
Read More...

ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ନିଃଶୁଳ୍କ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଶନିବାର ସ୍ୱାଧୀନନଗର ପଡ଼ାଠାରେ ସର୍ବସାଧାରଣଙ୍କ ପାଇଁ ଏକ ନିଃଶୁଳ୍କ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହି ସେବାମୂଳକ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ
Read More...

ଝାଙ୍କରପାଲି ବାହୁଡ଼ା ରଥଟଣା ସମୟରେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ସ୍ଥିତ ଝାଙ୍କରପାଲି ଯେଉଁଠାରେ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଧୁମଧାମରେ ପାଳନ କରାଯାଇଥାଏ । ଏଥିପାଇଁ ଆଖପାଖ ବହୁତ୍ ଅଞ୍ଚଳବାସୀ ରଥଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାରେ ଏଠାକୁ ଆସିଥାନ୍ତି ଏବଂ ରଥ ଉପରେ
Read More...

ଗଞ୍ଜାମ ଅପୂର୍ବା ୟୁଥ୍ ଫାଉଣ୍ଡେସନ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ସ୍ୱେଚ୍ଛାସେବୀ ସଂଗଠନ ଅପୂର୍ବା ୟୁଥ୍ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ କନଫରେନ୍ସ ହଲ ଠାରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଗ୍ରାସୀମ କମ୍ପାନୀ ଓ ବ୍ରହ୍ମପୁର ଶୀତଳାପଲ୍ଲୀସ୍ଥିତ
Read More...

ରାଉରକେଲାରେ କଂଗ୍ରେସର ଜୋରଦାର ବିକ୍ଷୋଭ, ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସର ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗକୁ ବିରୋଧ କରି ରାଉରକେଲାରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଉଦିତନଗରସ୍ଥିତ ଆମ୍ବେଦକର ଛକରେ ଆୟୋଜିତ ଏହି ବିକ୍ଷୋଭରେ
Read More...

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗରେ ଦୁଇ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ଥାନା ଡାମେରିକିଆ ନିକଟ ମାରବାଲି ଠାରେ ସାରଙ୍ଗଗଡ଼ ପାଟ୍ଟଖଣ୍ଡା ସାହିର ବଶିଷ୍ଠ ପାତ୍ରଙ୍କ ପୁଅ କିରଣ ସିଂ ପାତ୍ର (୨୫) ଓ ଜିରିଡିକିଆ ଗ୍ରାମର ପିର ପ୍ରଧାନଙ୍କ ପୁଅ ରବି ଚନ୍ଦ୍ର
Read More...

ବାହୁଡା ଯାତ୍ରାରେ କୋଏଲ ପରିବାରର ସେବାଭାବ, ଭକ୍ତଙ୍କୁ କନିକା ପ୍ରସାଦ ଓ ପାନୀୟ ଜଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ବାହୁଡା ଯାତ୍ରା ଅବସରରେ କୋଏଲ ପରିବାର ପକ୍ଷରୁ ରାଉରକେଲାର କୋଏଲନଗର ଅଞ୍ଚଳରେ ଭକ୍ତମାନଙ୍କ ପାଇଁ କନିକା ପ୍ରସାଦ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରାରେ ଯୋଗଦେଇଥିବା ଶତାଧିକ ଶ୍ରଦ୍ଧାଳୁ ଏହି ସେବାର
Read More...

ଜମି ବାଡ଼ି ବିବାଦକୁ ନେଇ ହତ୍ୟା : ଦୁଇ ଅଟକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ କୁମଯୋର୍ ଗ୍ରାମ ଠାରେ ଜମିବାଡ଼ି ବିବାଦକୁ ନେଇ ଜଣକୁ ହତ୍ୟା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଜୟପାଟଣା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଶୁକ୍ରବାର ସନ୍ଧ୍ୟା ପାଞ୍ଚଟା ବେଳେ
Read More...

ଭକତର ଗୁହାରି “ନିଅ ପ୍ରଭୁ ହାତଧରି”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ବିଶ୍ୱ ଜଗନ୍ନାଥମୟ, ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସୌମ୍ୟ ଅରିଜିନାଲସ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ କରିଛି ଏକ ଓଡ଼ିଆ ଜଗନ୍ନାଥ ଭଜନ "ନିଅ ପ୍ରଭୁ ହାତଧରି", ଜଣେ ଭକ୍ତ ଚାହୁଁଛି ସେହି କଳାଶ୍ରୀ ମୁଖକୁ ଥରୁଟିଏ ଦେଖିବା ପାଇଁ ଓ ଶ୍ରୀ
Read More...