ନୂଆଁଖାଇରେ ମାନବିକତାର ନିଆରା ପ୍ରୟାସ : ହସ୍ପିଟାଲରେ ରୋଗୀ ଓ ସମ୍ପର୍କୀୟଙ୍କୁ ମାଗଣା ଖାଦ୍ୟ ବଣ୍ଟନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହି ଦିନ ସମଗ୍ର ଅଞ୍ଚଳରେ ଦୋକାନ ବଜାର, ହୋଟେଲ ଓ ବସ୍ ସେବା ପ୍ରାୟ ବନ୍ଦ ରହୁଥିବାରୁ ହସ୍ପିଟାଲରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ନ୍ତି । ଏହାକୁ ଦୃଷ୍ଟିରେ ରଖି ନୂଆଁଖାଇ!-->…
Read More...
Read More...