ମୋଟେର ଜୟପାଟଣା ମୁଖ୍ୟ ରାସ୍ତାରେ ଜଳିଗଲା ପିଚୁ ବୋଝେଇ ହାଇୱା
ଜୟପାଟଣା, (ଶେଷଦେବ ବେହେରା) : ମୋଟେର ଜୟପାଟଣା ମୁଖ୍ୟ ରାସ୍ତାରେ ଏକ ପିଚୁ ବୋଝେଇ ହାଇୱା ଜୟପାଟଣା ପଟକୁ ଆସୁଥିବା ବେଳେ ବିଜମରା ପାଖରେ ଗାଡ଼ିର ଚକ ଫାଟି ଯିବାରୁ ଗାଡ଼ିରେ ନିଆଁ ଲାଗିଗଲା । ଘଟଣା ସ୍ଥଳରୁ କିଛି ଲୋକ ଜୟପାଟଣା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ତତକ୍ଷଣାତ ଘଟଣା ସ୍ଥଳରେ!-->…
Read More...
Read More...