Yearly Archives

2026

ପୁସ୍ତକ ଓ ସାରସ୍ଵତ ମେଳା “ଇଙ୍କଫେଷ୍ଟ”ର ପଞ୍ଚମ ସନ୍ଧ୍ୟା

ଶିଶୁର ସାମଗ୍ରିକ ବିକାଶ ପାଇଁ ଅଭିଭାବକ ପ୍ରଥମେ ନିଜକୁ ଗଢ଼ିବା ଆବଶ୍ୟକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ର‌ୟାଲ ପଡ଼ିଆରେ ଚାଲିଥିବା ପୁସ୍ତକ ଓ ସାରସ୍ୱତ ମେଳା ଇଙ୍କଫେଷ୍ଟ-୨୦୨୬ ପଞ୍ଚମ ସନ୍ଧ୍ୟାରେ ‘ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକତ୍ୱ ଉପରେ ଏକ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଓଡ଼ିଶା ସାହିତ୍ୟ ଅନୁଷ୍ଠାନର ଏକକ ସମ୍ପର୍କ ଅଭିଯାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ତୃତୀୟ ଦିବସ ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ଏକକ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ୍ ସାହୁଙ୍କୁ ଏକକ ଅଭିଯାତ୍ରୀ, ଯୁଗଯାତ୍ରୀ ସାହିତ୍ୟ
Read More...

ଗ୍ରୀଷ୍ମ ପ୍ରବାହ ପରିଚାଳନା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରାକ-ପ୍ରସ୍ତୁତି କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କ୍ରମେ ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ତୀବ୍ର ଗ୍ରୀଷ୍ମ ପ୍ରବାହ ପରିଲିକ୍ଷିତ ହେବାର ଆଶଙ୍କା ରହିଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ପ୍ରତି ଅଂଶୁଘାତ ଜନିତ ବିପଦ ସୃଷ୍ଟି ହେବାର ସମ୍ଭାବନା
Read More...

ମା’ ତାରାତାରିଣୀଙ୍କ ଚୈତ୍ର ପର୍ବମେଳା ନେଇ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱବନ୍ଦନୀୟା ମା' ତାରାତାରିଣୀଙ୍କ ଚୈତ୍ରପର୍ବ ମେଳା ସୁରୁଖୁରୁରେ ସମାହିତ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ
Read More...

ପରିଣତ ବୟସରେ ବେସାହାରା ଏବେ ବିସ୍ଥାପିତ ଦମ୍ପତି

ପାଞ୍ଚ କିଲୋ ଚାଉଳରେ ଜୀବନ ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାକୁ ସମୃଦ୍ଧ କରି ଗଢି ତୋଳି ଥିବା ଇନ୍ଦ୍ରାବତୀ ପ୍ରକଳ୍ପର ପାର୍ଶ୍ଵ ଅଞ୍ଚଳ ମାନଙ୍କରେ ବିସ୍ଥାପିତ ହୋଇଥିବା ସର୍ବହରା ମଣିଷ ମାନଙ୍କ ମଧ୍ୟରୁ ଅନେକ ପରିବାର ଆଜି ବି ବିସ୍ଥାପନର କରୁଣ ଦୃଶ୍ୟକୁ ଉଜାଗର
Read More...

ଈଶ୍ବର ଓ ପ୍ରକୃତି- ସ୍ବୀକାର୍ୟ୍ୟ

ଶଙ୍କର ସାହୁ ମଣିଷର ଧାର୍ମିକ ଚିନ୍ତାଧାରାର ଇତିହାସରେ ଈଶ୍ୱରର ଅସ୍ତିତ୍ୱ ଏକ ଦୀର୍ଘ ସମୟର ଚର୍ଚ୍ଚାର ବିଷୟ ଅଟେ। କେତେକ ମନୀଷୀ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରି ସୃଷ୍ଟିର ପରମ କାରଣ ଭାବରେ ମାନନ୍ତି, ବେଦ, କୋରାନ, ବାଇବେଲ ଆଦି ଗ୍ରନ୍ଥ ମଧ୍ୟ ଏହାକୁ ସ୍ବୀକୃତୀ ପ୍ରଦାନ କରିଛି,
Read More...

ଏଆଇ ସମ୍ପ୍ରସାରିତ ହାତୀ ସୁରକ୍ଷା ପ୍ରଣାଳୀ ଦ୍ୱାରା ଟ୍ରେନ୍ ହାତୀ ଦୁର୍ଘଟଣା ରୋକିବାର ସଫଳ ରୂପାୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ରେଳ ସୁରକ୍ଷା କ୍ଷେତ୍ରରେ ଏକ ଐତିହାସିକ ସଫଳତା ସୃଷ୍ଟି କରି, ରାଉରକେଲା ବନ ବିଭାଗ ଓଡିଶାରେ ପ୍ରଥମଥର ପାଇଁ ଚାରୋଟି ଏଆଇ ସମ୍ପ୍ରସାରିତ ହାତୀ ସୁରକ୍ଷା ଟାୱାର ସ୍ଥାପନ କରିଛି । ଏହି ପ୍ରୟାସ ଦ୍ୱାରା ସମ୍ଭାବ୍ୟ ଭୟାବହ
Read More...

ରିଜର୍ଭ ପଡ଼ିଆ ଠାରେ ନୂତନ ହୋମଗାର୍ଡଙ୍କୁ ନେଇ ଦିକ୍ଷାନ୍ତ ସମାରୋହ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ରିଜର୍ଭ ପଡ଼ିଆ ଠାରେ ନୂତନ ନିଯୁକ୍ତି ପାଇଥିବା ହୋମଗାର୍ଡଙ୍କୁ ନେଇ ପାସିଂ ପ୍ୟାରେଡ ତଥା ଦିକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଯୋଗଦେଇ ଦୀର୍ଘ ଏକ ମାସର
Read More...

ଅଲ୍ ଇଣ୍ଡିଆ ରାମଧୂନ କପ୍ ଫୁଟବଲ୍

ପ୍ରଥମ ସେମି ଫାଇନାଲରେ କଟକ ମଙ୍ଗଳା କ୍ଲବ ୬-୦ ଗୋଲରେ ବିଜୟୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ୧୭ ତମ ସର୍ବଭାରତୀୟ ରାମଧୂନ୍ କ୍ଲବ ଫୁଟବଲ ଟୁର୍ଣ୍ଣକ୍ଷମେଣ୍ଟର ତୃତୀୟ ଦିବସରେ ମଙ୍ଗଳା କ୍ଲବ କଟକ ଓ କଲିକତା ବେଙ୍ଗଲି ଏକାଡେମୀ ଦଳ ମଧ୍ୟରେ
Read More...

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ଫିନ୍ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରୀ ଓରପୋଙ୍କ ସହ ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୮ ଫେବୃଆରୀ ୨୦୨୬ରେ ନୂଆଦିଲ୍ଲୀରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ଫିନ୍ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ପେଟେରୀ ଓରପୋଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତା ୧୬ତମ ଭାରତ-ଇୟୁ ଶିଖର ସମ୍ମିଳନୀ ସମୟରେ ଭାରତ-ଇୟୁ ମୁକ୍ତ
Read More...